• About Us
  • Contact Us
Thursday, March 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସୁଭଦ୍ରା ୨ୟ କିସ୍ତିରେ ବାଦ୍‌ ପଡ଼ିଛନ୍ତି ୧,୮୩,୭୮୫ ମହିଳା: ଉପମୁଖ୍ୟମନ୍ତ୍ରୀ

by Voice of Victims
March 30, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ସୁଭଦ୍ରା ୨ୟ କିସ୍ତିରେ ବାଦ୍‌ ପଡ଼ିଛନ୍ତି ୧,୮୩,୭୮୫ ମହିଳା: ଉପମୁଖ୍ୟମନ୍ତ୍ରୀ

ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ ବୟାନ । ସୁଭଦ୍ରା ଦ୍ଵିତୀୟ କିସ୍ତିରେ ୧, ୮୩, ୭୮୫ ମହିଳା ବାଦ୍‌ ପଡ଼ିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବିଧାନସଭାରେ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି ।

ସୁଭଦ୍ରା ୧ମ ଓ ୨ୟ କିସ୍ତି ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ଉତ୍ତର ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, “୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଥିଲେ । ଦ୍ଵିତୀୟ କିସ୍ତିରେ ୯୮, ୮୨, ୯୨ ଜଣ ଟଙ୍କା ପାଇଛନ୍ତି । ସେଇଭଳି ରାଜ୍ୟ ସରକାର ପ୍ରଥମ କିସ୍ତିରେ ୫ ହଜାର ୩୨ କୋଟି ୯୩ ଲକ୍ଷ ଦେଇଥିବାବେଳେ ଦ୍ଵିତୀୟ କିସ୍ତିରେ ୪ ହଜାର ୯୪୧ କୋଟି ୪ ଲକ୍ଷ ପ୍ରଦାନ କରିଛନ୍ତି ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।

Post Views: 69
Share198Tweet124Send
Voice of Victims

Voice of Victims

Recent Posts

  • ଜୟଶଙ୍କରଙ୍କ ଫୋନ୍ କଲ୍ : ଭାରତକୁ ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି
  • ଏପ୍ରିଲରୁ ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ଆରମ୍ଭ, ବଦ୍ରିନାଥ-କେଦାରନାଥ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ରୋକ
  • ଯୁଦ୍ଧ ଯୋଗୁଁ ୧୧୦୦ରୁ ଅଧିକ ପିଲାଙ୍କ ଜୀବନ ବିପଦରେ, ୟୁନିସେଫ ଜାରି କଲା ରିପୋର୍ଟ
  • ଖରା ଦିନେ ହେବନି ବିଦ୍ୟୁତ କାଟ, ୩୦ ଜିଲ୍ଲା ଓ ଟ୍ୱିନ ସିଟି ପାଇଁ ପ୍ରସ୍ତୁତ ହୋଇଛି ହିଟୱେଭ ଆକ୍ସନ ପ୍ଲାନ
  • ଆଇଏଏସ ସ୍ତରରେ ଅଦଳବଦଳ , ସ୍ମୃତିରଂଜନ ପ୍ରଧାନ- ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In