• About Us
  • Contact Us
Sunday, May 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବାତ୍ୟା ମୋନ୍ଥାର ପ୍ରଭାବ, ବିଶାଖାପାଟଣା ବିମାନବନ୍ଦରରୁ ୩୨ ଉଡ଼ାଣ ବାତିଲ

by Voice of Victims
October 28, 2025
in ଆଞ୍ଚଳିକ ଖବର, ଦେଶ ବିଦେଶ, ମୁଖ୍ୟ ଖବର
ବାତ୍ୟା ମୋନ୍ଥାର ପ୍ରଭାବ, ବିଶାଖାପାଟଣା ବିମାନବନ୍ଦରରୁ ୩୨ ଉଡ଼ାଣ ବାତିଲ

ବିଶାଖାପାଟଣା : ବାତ୍ୟା ମୋନ୍ଥା ଯୋଗୁଁ ପ୍ରଭାବିତ ବିମାନ ସେବା । ବିଶାଖାପାଟନମ ବିମାନ ବନ୍ଦରରୁ ଉଡ଼ାଣ ଭରିବାକୁ ଥିବା ୩୨ ବିମାନ ଉଡ଼ାଣ ବାତିଲ କରାଯାଇଛି । ବିଶାଖାପାଟନମ ବିମାନବନ୍ଦରର ନିର୍ଦ୍ଦେଶକ ଏନ. ପୁରୁଷୋତ୍ତମ କହିଛନ୍ତି, ୨୭ ଅକ୍ଟୋବରରୁ ଏୟାର ଇଣ୍ଡିଆ ଏକ୍ସପ୍ରେସର ଦୁଇଟି ବିମାନ ଉଡ଼ାଣ ରଦ୍ଦ ହୋଇଛି ।

ପ୍ରତିଦିନ ୩୦ ରୁ ୩୨ ବିମାନ ଉଡ଼ାଣ ହୋଇଥାଏ । ଏଥିରେ ଘେରାଇ ଏବଂ ଅର୍ନ୍ତଜାତୀୟ ବିମାନ ସେନା ଅର୍ନ୍ତଭୁକ୍ତ । ଆଜି ବି ସମସ୍ତ ଉଡ଼ାଣ ରଦ୍ଦ କରାଯାଇଛି । ଏଏଆଇ ଗାଇଡଲାଇନ ଅନୁସାରେ, ବାତ୍ୟା ମୋନ୍ଥା ଯୋଗୁଁ ବର୍ତ୍ତିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ସେହିଭଳି ବିଜୟୱାଡା ବିମାନବନ୍ଦରରୁ ୧୬ଟି ବିମାନ ଉଡ଼ାଣ ବାତିଲ କରାଯାଇଛି । ବିଜୟୱାଡା ବିମାନବନ୍ଦରର ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ରେଡ୍ଡୀ କହିଛନ୍ତି, ବିଶାଖାପାଟଣା ପାଇଁ କେବଳ ଗୋଟିଏ ଉଡ଼ାଣ ବାତିଲ କରାଯାଇଛି । କିନ୍ତୁ ଆଜି ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ଅନ୍ୟ ସ୍ଥାନକୁ ମଧ୍ୟ ୧୬ଟି ଉଡ଼ାଣ ବାତିଲ କରାଯାଇଛି । ତିରୁପତି ବିମାନବନ୍ଦରରୁ ୪ଟି ଉଡ଼ାଣ ବାତିଲ କରାଯାଇଛି ।

ବାତ୍ୟା ମୋନ୍ଥା ଯୋଗୁଁ ଦକ୍ଷିଣ ମଧ୍ୟ ରେଲଓେ୍ବ ଜୋନରେ ୨୭ ଅକ୍ଟୋବରରେ ୧୨୦ ଟ୍ରେନ ରଦ୍ଦ କରାଯାଇଛି । ଆଜି ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ସମୁଦ୍ର ତଟରେ ଲ୍ୟାଣ୍ଡଫଲ କରିବ ।

Post Views: 40
Share198Tweet124Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In