• About Us
  • Contact Us
Wednesday, February 18, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଜଧାନୀରେ ଖଣ୍ଡା ବୁଲିବା ଘଟଣାରେ ୪ ଗିରଫ, ବଣ୍ଟି ଓ ବରୁନକୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ

by Voice of Victims
February 18, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ରାଜଧାନୀରେ ଖଣ୍ଡା ବୁଲିବା ଘଟଣାରେ ୪ ଗିରଫ, ବଣ୍ଟି ଓ ବରୁନକୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର : ରାଜଧାନୀରେ ଖଣ୍ଡା ବୁଲିବା ଘଟଣାରେ ୪ ଗିରଫ । ବଣ୍ଟି ଓ ବରୁନ ଗ୍ୟାଙ୍ଗର ୪ ସଦସ୍ୟ ଗିରଫ । ଖସିଗଲେ ମୁଖ୍ୟ ଅଭିଯୁକ୍ତ ବଣ୍ଟି ଓ ବରୁନ । ସାନି,ଶୁଭମ ,କାଳିଆ ସହ ମୋଟ ୪ଜଣଙ୍କୁ ଗିରଫ କଲା ତମାଣ୍ଡୋ ଥାନା ପୋଲିସ । ଚଢ଼ାଉ ବେଳେ ମୁଖ୍ୟ ଅଭିଯୁକ୍ତ ବଣ୍ଟି ଓ ବବଲୁ ସହ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ।

ଖଣ୍ଡାବୁଲା ଘଟଣାରେ ମୋଟ ସାତ ଜଣ ସାମିଲ ଥିଲେ । ଭୁବନେଶ୍ବର ତମାଣ୍ଡୋ ଥାନା ଭଗବାନପୁରର ଏକ ଫାଷ୍ଟଫୁଡ ଦୋକାନରେ ଖଣ୍ଡାରେ ଆକ୍ରମଣ ସହ ଗାଡି ଭଙ୍ଗାରୁଜା କରିଥିଲେ । ଅନ୍ୟ ଦୁଇ ଜଣଙ୍କୁ ଧରବାକୁ ବିଭିନ୍ନ ସ୍ଥାନରେ ପୋଲିସର ଚଢ଼ାଉ ।

Post Views: 19
Share198Tweet124Send
Voice of Victims

Voice of Victims

Recent Posts

  • ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ୧୦ ରାଜ୍ୟର ୩୭ଟି ଆସନ ପାଇଁ ହେବ ମତଦାନ
  • ଭାରତରେ ଇନଷ୍ଟା-ଫେସବୁକ୍ ଚଲାଇ ପାରିବେନାହିଁ ନାବାଳକ ! ସରକାର ବନାଉଛନ୍ତି ନୂଆ ଯୋଜନା
  • ପୁଣି ଥରେ MKCG ମେଡିକାଲରେ ବିକ୍ରମ ପଣ୍ଡା, ପେଟରେ ଯନ୍ତ୍ରଣା ହେବାରୁ ମେଡିକାଲରେ ଭର୍ତ୍ତି
  • ରାଜଧାନୀରେ ଖଣ୍ଡା ବୁଲିବା ଘଟଣାରେ ୪ ଗିରଫ, ବଣ୍ଟି ଓ ବରୁନକୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ
  • ଯାଜପୁର ଏନ.ସି ହାଇସ୍କୁଲର ପ୍ଲାଟିନିୟମ ଜୁବୁଲି ଉତ୍ସବ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In