• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ନୌସେନା ଦିବସ ପାଳନ ପାଇଁ ସମୁଦ୍ର ଭିତରେ ୧୫ରୁ ଊର୍ଦ୍ଧ୍ବ ଯୁଦ୍ଧ ଜାହାଜ

by Voice of Victims
December 1, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ନୌସେନା ଦିବସ ପାଳନ ପାଇଁ ସମୁଦ୍ର ଭିତରେ ୧୫ରୁ ଊର୍ଦ୍ଧ୍ବ ଯୁଦ୍ଧ ଜାହାଜ

ଭୁବନେଶ୍ୱର : ପୁରୀରେ ନୌସେନା ଦିବସ ପାଳନ ଉପଲକ୍ଷେ ସମୁଦ୍ର ଭିତରେ ୧୫ରୁ ଅଧିକ ଯୁଦ୍ଧ ଜାହାଜ। ଆଇଏନଏସ ଜଳସ୍ୱ, ଦିଲ୍ଲୀ, ମହୀଶୂର, ମୁମ୍ବାଇ, ରଣବୀର, ଶକ୍ତି, ସତପୁରା, ସାହ୍ୟାଦ୍ରୀ, ଘରିଆଲ, କିଲଟନ, ସାବିତ୍ରୀ, ସୁମିତ୍ରା, କୀର୍ଚ୍ଚ, କୁଥାର, କବରେଟି ଯୁଦ୍ଧ ଜାହାଜ ପ୍ରଦର୍ଶନ କରିଛନ୍ତି ଯୁଦ୍ଧ କୌଶଳ। ଏଥି ସହ ମିଗ ୨୯କେ ବିମାନ, ହକ ବିମାନ ସହ ୪୦ରୁ ଅଧିକ ହେଲିକପ୍ଟର ନୌସେନାର ପରାକ୍ରମ ଦେଖାଇବାରେ ସାମିଲ ହୋଇଛନ୍ତି।ଏହାଛଡା ନୌସେନାର ସବମେରାଇନ ସାମିଲ ହୋଇଥିବା ବେଳେ ମାର୍କସ କମାଣ୍ଡୋ ଅପରେସନ ମଧ୍ୟ ଅଭ୍ୟାସ କରାଯାଇଥିଲା। ବହୁ ସଂଖ୍ୟାରେ ଜନ ସାଧାରଣ ଆଜି ଏହି ନୌସେନାର ଅଭ୍ୟାସ ଯୁଦ୍ଧ କୌଶଳ ଦେଖି ଆତ୍ମବିଭୋର ହୋଇଥିବା ପରିଲକ୍ଷିତ ହୋଇଅଛି।

Post Views: 46
Share199Tweet124Send
Voice of Victims

Voice of Victims

Recent Posts

  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ
  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In