• About Us
  • Contact Us
Monday, May 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପୁରାତନ ଛାତ୍ର ସଂସଦର ନୂତନ କର୍ମକର୍ତ୍ତା ନିର୍ବାଚିତ

by Voice of Victims
December 23, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପୁରାତନ ଛାତ୍ର ସଂସଦର ନୂତନ କର୍ମକର୍ତ୍ତା ନିର୍ବାଚିତ

କଟକ (ଭିଓଭି) : ରାଜ୍ୟର ବହୁପୁରାତନ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପୁରାତନ ଛାତ୍ର ସଂସଦର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବୋର୍ଡ ସ୍କୁଲ ପୁରାତନ ଛାତ୍ର ସଂସଦ ସଭାପତି ଭାବେ ବିଶିଷ୍ଟ ଶିଳ୍ପପତି ତଥା ଓଡ଼ିଶା କ୍ଷୁଦ୍ର ଶିଳ୍ପ ସଂଘର ପୂର୍ବତନ ସଭାପତି ନିଶିକାନ୍ତ ମିଶ୍ର, ସାଧାରଣ ସଂପାଦକ ଭାବେ ଓଡ଼ିଶା ମୁଖ୍ୟ ଦପ୍ତର କର୍ମଚାରୀ ସଂଘର ପୂର୍ବତନ ସଭାପତି ସୁବ୍ରତ ମହାନ୍ତି, ଉପସଭାପତି ଭାବେ ଡାକ୍ତର ଅମୀୟ ରଞ୍ଜନ ମହାପାତ୍ର ଓ ଡାକ୍ତର ସରୋଜ କୁମାର ତ୍ରିପାଠୀ, ଯୁଗ୍ମ ସଂପାଦକ ଭାବେ କୈଳାସ ଚନ୍ଦ୍ର ଶତପଥୀ ଓ ରଶ୍ମିରଞ୍ଜନ ସ୍ବାଇଁ ଓ କୋଷାଧ୍ୟକ୍ଷ ଭାବେ ପ୍ରସନ୍ନ କୁମାର ରାଉତ ନିର୍ବାଚିତ ହୋଇଛନ୍ତି। ଆଇନଜୀବୀ ଡଃ ଚିତ୍ତରଞ୍ଜନ ମିଶ୍ର ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିବା ବେଳେ ରାଧାରମଣ ନାୟକ ଓ ସୁଜ୍ୟୋତି ଦାସ ତାଙ୍କୁ ସହାୟତା କରିଥିଲେ । ସେହିପରି କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଭାବେ ରବିନାରାୟଣ ଶତପଥୀ, ସାହାନୱାଜ୍ ଖାନ, ସଞ୍ଜୟ କୁମାର ସିଂହ, ସନ୍ଦୀପ ପାଣି, ମନୋରଞ୍ଜନ ମିଶ୍ର, ଶିବ ନାରାୟଣ ସାହୁ, ଚନ୍ଦ୍ର ଶେଖର ନାଟିଆ, ଇଂ ବିକାଶ ଚନ୍ଦ୍ର ବେହେରା, ସୌଭାଗ୍ୟ ରଞ୍ଜନ ଖୁଣ୍ଟିଆ ଓ ସୁଜିତ କୁମାର କର ପ୍ରମୁଖ ରହିଛନ୍ତି।

Post Views: 89
Share206Tweet129Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In