• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଗଙ୍ଗାଦେବୀ ମୁହାଣରେ ବିପଦପୂର୍ଣ୍ଣ ନୌକାବିହାର

by Voice of Victims
December 30, 2023
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ଗଙ୍ଗାଦେବୀ ମୁହାଣରେ ବିପଦପୂର୍ଣ୍ଣ ନୌକାବିହାର

ଅସ୍ତରଙ୍ଗ (ଭିଓଭି ): ବିପଦସଙ୍କୁଳ ଭାବେ ହେଉଛି ନୌକାବିହାର। ନା କିଏ ଅଛି ରୋକିବାକୁ ନା କିଏ ଅଛି କାର୍ଯ୍ୟାନୁଷ୍ଠାନ ନେବାକୁ। ରାଜ୍ୟର ଏକ ପ୍ରମୁଖ ତଥା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ପୀର ଜାହାନିଆଁ ଠାରୁ ତିନି କିଲୋ ମିଟର ଦୂରରେ ଗଙ୍ଗା ଦେବୀ ମନ୍ଦିର ଅବସ୍ଥିତ। ପ୍ରତ୍ୟେକ ଦିନ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ଏହି ମନ୍ଦିର ନିକଟଦେଇ ବୋହି ଯାଇଛି ଏକ ଲୁଣା ନଦୀ ଯାହା ଆଗକୁ ଯାଇ ମିଶିଛି ବଙ୍ଗୋପସାଗର ସହିତ। ସେଠାରେ କିଛି ମୋଟର ଡ଼ଙ୍ଗା ବ୍ୟବସାୟୀ ଯାତ୍ରୀମାନଙ୍କୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବରେ ନେଇ କରାଉଛନ୍ତି ନୌକା ବିହାର। ଡ଼ଙ୍ଗା ରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ରହୁନି ଲାଇଫ ଜ୍ୟାକେଟ। ମଝି ନଦୀରେ ଯଦି କୌଣସି ଅଘଟଣ ଘଟେ ତାହା ହେଲେ ଜୀବନ ହାନି ହେବାର ସମ୍ଭାବନା ଅଧିକ। ତେଣୁ ତୁରନ୍ତ ୟା ଉପରେ ତଦନ୍ତ କରି ଉପଯୁକ୍ତ ଗାଇଡଲାଇନ ଜାରି କରିବା ଓ ଯେଉଁମାନେ ଆଇନ ଉଲ୍ଲଙ୍ଘନ କରୁଛନ୍ତି ସେମାନଙ୍କ ଉପରେ ସ୍ଥାନୀୟ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

Post Views: 45
Share204Tweet127Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In