• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଭବାନୀପାଟଣା ସହର ଘୋଡ଼ା ଘାଟ ଛକ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ

by Voice of Victims
March 20, 2025
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର
ଭବାନୀପାଟଣା ସହର ଘୋଡ଼ା ଘାଟ ଛକ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଘୋଡ଼ା ଘାଟ ଛକ ନିକଟରେ ଥିବା ଏକ ସେଜ ତିଆରି ଦୋକାନ ରେ ଆଜି ସକାଳ 11 ଘଣ୍ଟା ସମୟରେ ନିଆଁ ଲାଗି ସେଜ ଦୋକାନ ସମେତ ଏକ ପନିପରିବା ଦୋକାନ , ଥଣ୍ଡା ପାନୀୟ ଜଳ ଦୋକାନ ଓ କିରାନା ଦୋକାନ ରେ ନିଆଁ ଲାଗି ଚାରୋଟି ଦୋକାନ ସଂପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ତେବେ କେତେ ଟଙ୍କାର ସମ୍ପତି ଜଳି ପୋଡ଼ି ନଷ୍ଟ ହୋଇଛି ତାହା ଜଣା ପଡ଼ିନାହିଁ ।

ତେବେ ସେଜ ଦୋକାନ ରେ ଏକ ସିଲିଣ୍ଡର ପାଇପକୁ ମୂଷା କାଟି ଦେଇଥିବାରୁ ନିଆଁ ଲାଗିଛି ବୋଲି ଦୋକାନୀ କହିଛନ୍ତି। ପରେ ଘଟଣା ସ୍ଥଳରେ ଭବାନୀପାଟଣା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ କରିଥିଲେ । ଜଳି ଯାଇଥିବା ଗଦି ଦୋକାନ ମହମ୍ମଦ ଭୋଲାଙ୍କ ର ହୋଇଥିବା ବେଳେ ପନିପରିବା ଦୋକାନ ପ୍ରଦୀପ ତାଣ୍ଡିର ଦୋକାନ ହୋଇଥିବା ଜଣାପଡିଛି ।

Post Views: 72
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In