• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବିଧାନସଭା ଭିତରେ ଓ ରାସ୍ତାରେ ହାଙ୍ଗାମା, ଆଜି ଦୁଇ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କଲେ ବାଚସ୍ପତି

by Voice of Victims
March 26, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ବିଧାନସଭା ଭିତରେ ଓ ରାସ୍ତାରେ ହାଙ୍ଗାମା, ଆଜି ଦୁଇ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କଲେ ବାଚସ୍ପତି

ଭୁବନେଶ୍ବର: ବିଧାନସଭା ଭିତରେ ଏବଂ ବିଧାନସଭା ପରିସର ବାହାରେ ଆଜି ଜିନ ତମାମ ଚାଲିଛି ହାଙ୍ଗାମା। କାରଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ନେଇ କଂଗ୍ରେସ ଏହି ଆନ୍ଦୋଳନ କରିଛି। ବିଧାନସଭା ପରିସର ବାହାରେ କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରିଥିବା ବେଳେ ଭିତରେ ଦୁଇ ବିଧାୟକ ତାରା ଓ ରମେଶ ମଧ୍ୟ ହାଙ୍ଗାମା କରିଛନ୍ତି। ଗୃହ ଭିତରେ ଘଣ୍ଟ ବଜାଇ ଦୁଇ ବିଧାୟକ ବିଶୃଙ୍ଖଳିତ କରିଥିବା ନେଇ ବାଚସ୍ପତି ଆଜି ତାଙ୍କୁ ମଧ୍ୟ ନିଲମ୍ବନ କରିଛନ୍ତି।

ଗତକାଲି ବାଚସ୍ପତି କଂଗ୍ରେସର 12 ବିଧାୟକଙ୍କୁ ନିଲମ୍ବନ କରିଛନ୍ତି, ଫଳରେ ସେମାନେ ଆଜି ବିଧାନସଭା ଯାଇପାରି ନ ଥିଲେ। ତେବେ କଂଗ୍ରେସର କେବଳ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଜେନା ବାକି ଅଛନ୍ତି। ଫଳରେ ଆଜି ଏହି ଦୁଇ ବିଧାୟକ କଂଗ୍ରେସ ନେତାଙ୍କ ସହିତ ଘଣ୍ଟ ବାଡେଇ ବାଡେଇ ଶୋଭାଯାତ୍ରାରେ ବିଧାନସଭା ଆଡକୁ ଯାଇଥିଲେ। ହେଲେ ବାଟରେ ପୋଲିସ ସମସ୍ତଙ୍କୁ ଅଟକାଇଥିବା ବେଳେ କେବେଳ ତାରା ଓ ରମେଶ ବିଧାନସଭା ପରିସରକୁ ଯାଇଥିଲେ।

ବିଧାନସଭାରେ ନିଲମ୍ବନ ନ ହୋଇଥିବା କଂଗ୍ରେସର ଏହି ଦୁଇ ବିଧାୟକ ପୂର୍ବ ପରି ଗୃହ ଭିତରେ ଘଣ୍ଟ ବାଡାଇ ପ୍ରତିବାଦ କରିଥିଲେ। ଫଳରେ ବାଚସ୍ପତି ବାଚସ୍ପତି ୨୧୭ ଧାରା ଅନୁଯାୟୀ ଉଭୟଙ୍କୁ ସାତଦିନ ପାଇଁ ନିଲମ୍ବନ କରିଥିଲେ। ଏହାକୁ ନେଇ କଂଗ୍ରେସ ବିଧାୟକ ତଥା ନେତାମାନେ ଖପ୍ପା ହୋଇଛନ୍ତି। ବିଧାନସଭା ବାହାରେ ସେମାନେ ପ୍ରତିବାଦ କରିବାରେ ଲାଗିଛନ୍ତି। ପୋଲିସ ସହିତ କଂଗ୍ରେସ କର୍ମି ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି।

Post Views: 95
Share200Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In