• About Us
  • Contact Us
Monday, August 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରଣକ୍ଷେତ୍ର ପାଲଟିଲା ପିଏମଜି ଛକ, ପୋଲିସ ଉପରକୁ ଚ୍ୟାୟର ଫିଙ୍ଗା, ଆରମ୍ଭ ହେଲା ଲାଠିଚାର୍ଯ୍ୟ, ପାଣିମାଡ

by Voice of Victims
March 27, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ରଣକ୍ଷେତ୍ର ପାଲଟିଲା ପିଏମଜି ଛକ, ପୋଲିସ ଉପରକୁ ଚ୍ୟାୟର ଫିଙ୍ଗା, ଆରମ୍ଭ ହେଲା ଲାଠିଚାର୍ଯ୍ୟ, ପାଣିମାଡ

ଭୁବନେଶ୍ବର: ରଣକ୍ଷେତ୍ର ପାଲଟିଛି ଭୁବନେଶ୍ବରର ପିଏମଜି ଛକ। କଂଗ୍ରେସ ଆନ୍ଦୋଳନ ବର୍ତ୍ତମାନ ପାଲଟିଛି ଯୁଦ୍ଧ। ପୋଲିସ ଏବଂ କଂଗ୍ରେସ କର୍ମିଙ୍କ ମଧ୍ୟରେ ଚାଲିଛି ଧସ୍ତାଧସ୍ତା। ଗୋଟିଏ ପରେ ଗୋଟିଏ ବାରିକେଟ ଭାଙ୍ଗିବା ପରେ କର୍ମିମାନେ ବିଧାନସଭାକୁ ପଶିବାକୁ ଉଦ୍ୟମ କରୁଥିଲେ। ହେଲେ ପୋଲିସ ପ୍ରଥମେ ଲାଠି ଚାର୍ଯ୍ୟ ଆରମ୍ଭ କରିଥିଲା। ଏହାକୁ ଦେଖି କଂଗ୍ରେସ କର୍ମୀମାନେ ସଭା ପାଇଁ ଆସିଥିବା ଚ୍ୟାୟର ପୋଲିସ ଉପରକୁ ଫିଙ୍ଗିଥିଲେ।

ତେବେ ପରିସ୍ଥିତି ଉତ୍ତେଜନା ସୃଷ୍ଟି ହେବା ପରେ କର୍ମିଙ୍କ ଉପରକୁ ପୋଲିସ ପାଣିମାଡ ଆରମ୍ଭ କରିଛନ୍ତି। ଫଳରେ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣ ବାହାରେ ରହିଛି। ଶତାଧିକ କର୍ମି ଉତେକ୍ତ ହୋଇ ପୋଲିସ ଉପରେ ହିଂସ୍ର ହୋଇପଡିଛି। କଂଗ୍ରେସ କର୍ମିମାନେ ପ୍ରାୟ ଚାରିଟି ବ୍ୟାରିକେଟ ଭାଙ୍ଗି ଆଗକୁ ମାଡିବାରେ ଲାଗିଛନ୍ତି। ତେବେ ପରିସ୍ଥିତି ଦେଖି ପୋଲିସ ଅଧିକ ଫୋର୍ସ ମୁତୟନ କରିଛନ୍ତି।

Post Views: 92
Share200Tweet125Send
Voice of Victims

Voice of Victims

Recent Posts

  • କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ; ୧୨୦ ମିଟର ତ୍ରିରଙ୍ଗା ସହ ଗୁଞ୍ଜିଲା ‘ଭାରତ ମାତା କୀ ଜୟ’ ଧ୍ୱନି
  • ୧୩ରେ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା
  • ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ, ଯେଉଁ ଚାଷୀ ଆସିପାରିବେନି ସେମାନଙ୍କ ପାଖକୁ ଯିବେ ସରକାର
  • CWG ଚାମ୍ପିଅନ୍ସଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ, ଦେଶକୁ ଦେଲେ ଏଭଳି ବାର୍ତ୍ତା
  • ଭାରତରୁ ରୁଷକୁ ଚାଲିବ ଟ୍ରେନ୍, ସିଧାସଳଖ ନୂଆଦିଲ୍ଲୀରୁ ମସ୍କୋକୁ କରିହେବ ଯାତ୍ରା !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In