• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନବଘନ ଜେନା ଶତବାର୍ଷିକୀ ଅବସରରେ ମାଗଣା ଚକ୍ଷୁସେବା ଶିବିର ଉଦଘାଟିତ

by Voice of Victims
March 31, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ନବଘନ ଜେନା ଶତବାର୍ଷିକୀ ଅବସରରେ ମାଗଣା ଚକ୍ଷୁସେବା ଶିବିର ଉଦଘାଟିତ

୩୦/୦୩/୨୫, କଟକ: ସେଭେନ୍ ଷ୍ଟାର କ୍ଲବ‌ ଦ୍ୱାରା ଆୟୋଜିତ ବିଶାଳ ସ୍ୱାସ୍ଥ୍ୟ ଶିବିର ରାଣୀହାଟ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନର ପ୍ର‌୍‍ଥମ ଦିନରେ ବିଶାଳ ମାଗଣା ଚକ୍ଷୁସେବା ଶିବିରକୁ ନବଘନ ଜେନାଙ୍କ ସହଧର୍ମିିଣୀ ବାସନ୍ତୀ ଜେନା ଉଦଘାଟନ କରିଥିଲେ। ଏହି ଅବସରରେ ସ୍ୱନାମଧନ୍ୟ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅଶୋକ କୁମାର ଉପାଧ୍ୟାୟଙ୍କୁ ଚେୟାରମ୍ୟାନ‌୍‍ ଶ୍ରୀ ରାଜକିଶୋର ବେହେରା ସମ୍ୱର୍ଦ୍ଧିତ କରିଥିଲେ। ଏହି ଶିବିରରେ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ, କର୍ପୋରେଟର ଶ୍ରୀ ପ୍ରଦୀପ ସାହୁ, ପଦ୍ମିନୀ ସାହୁ, ଗଗନ ଓଝା ପ୍ରମୁଖ ସମ୍ପାଦକ ଶ‌୍‍୍ରୀ ସମ୍ପଦ ବେହେରା, ସଭାପତି ଡକ୍ଟର ବିଶ୍ୱମୋହନ ଜେନାଙ୍କ ଦ୍ୱାରା ସମ୍ୱର୍ଦ୍ଧିତ ହୋଇଥିଲେ। ଏହି ଅବସରରେ ଶତାଧିକ ଲୋକଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା


ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ମଣ୍ଡଳୀର ଶ୍ରୀ ଗ୍ଭୋତମ ପରିଡା, ଶ୍ରୀ ସନାତନ ପରିଡା, ଶ୍ରୀ ଅଭିରାମ ବେହେରାଙ୍କ ସମେତ ରାଣୀହାଟ ଶତବାର୍ଷିକୀ କମିଟିର ବ୍ରଜକିଶୋର ନନ୍ଦ,ବିମଳ ଜେନା, ମିତାଲି ମହାପାତ୍ର, ଶୁଭଲକ୍ଷ୍ମୀ ମହାନ୍ତି, ବିଷ୍ଣୁପ୍ରିୟା ବେହେରା, ଦେବାଶିଷ ମହାନ୍ତି, ହରିହର ଓଝା, ମନୋରଞ୍ଜନ ସାହୁ, ଡଃ ସୁଧାଂଶୁ ମିଶ୍ର, ରଶ୍ମୀରଞ୍ଜନ ସାହୁ ଏବଂ କ୍ଲବର ସମସ୍ତ ସଭ୍ୟବୃନ୍ଦ ସହଯୋଗ କରିଥିଲେ।

Post Views: 104
Share202Tweet126Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In