• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଓଡ଼ିଆ ଭଜନ ସେୟାର କଲେ ପ୍ରଧାନମନ୍ତ୍ରୀ

by Voice of Victims
January 18, 2024
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ
ଓଡ଼ିଆ ଭଜନ ସେୟାର କଲେ ପ୍ରଧାନମନ୍ତ୍ରୀ

PM addressing at the launch of ferry services between Nagapattinam, India and Kankesanthurai, Sri Lanka via video message on October 14, 2023.

ନୂଆଦିଲ୍ଲୀ:   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ଓଡ଼ିଆ ରାମ ଭଜନ ଗୀତ ‘ଅଯୋଧ୍ୟା ନଗରୀ ନାଚେ ତୁମକୁ ପାଇ’ କୁ ସେୟାର କରିଛନ୍ତି । ସେ ଦେଶର କୋଣ ଅନୁକୋଣରେ ପ୍ରଭୁ ଶ୍ରୀ ରାମଙ୍କ ଭକ୍ତ ରହିଥିବା ବେଳେ ସମସ୍ତ ଲୋକ ଶ୍ରୀ ରାମଙ୍କ ପାଇଁ ଉତ୍ସଗୀକୃତ ଥିବା ଦର୍ଶାଇଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, ”ଭାରତର କୋଣ ଅନୁକୋଣ ଲୋକଙ୍କ ମଧ୍ୟରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ଭକ୍ତିଭରି ରହିଛି । ପ୍ରତ୍ୟେକ ଭାଷାରେ ମଧ୍ୟ ଆପଣଙ୍କ ତାଙ୍କ ପାଇଁ ଉତ୍ସର୍ଗୀକୃତ ଭଜନ ପାଇବେ । ଏହିପରି ଓଡ଼ିଆ ଭାଷାରେ ଗୋଟିଏ ପ୍ରୟାସ ହୋଇଛି ।’ କହିରଖୁଛୁ କି, ‘ଅଯୋଧ୍ୟା ନଗରୀ ନାଚେ ତୁମକୁ ପାଇ’ ଏହି ଭଜନଟିକୁ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଗାଇଛନ୍ତି । ଭଜନଟିରେ ମ୍ୟୁଜିକ ସରୋଜ ରଥ ଦେଇଥିବା ବେଳେ ଲିରିକ୍ସ ଲେଖିଛନ୍ତି ଅରୁଣ ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଓଡ଼ିଆ ଭଜନ ସେୟାର କରିଥିବା ବେଳେ ତାଙ୍କର ଏହି ପୋଷ୍ଟ ଏହା ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି । ଏହାକୁ ସମସ୍ତେ ଲାଇକ କରିଥିବା ବେଳେ ସମସ୍ତ ଓଡ଼ିଆ ବେଶ ଖୁସିବ୍ୟକ୍ତ କରିବା ସହ ଏହାକୁ ଗର୍ବର ବିଷୟ ବୋଲି କହିଛନ୍ତି ।

Post Views: 47
Share205Tweet128Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In