• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା; ପୋଲିସକୁ ଚିଠି ଲେଖିଲେ ପୁଅ…

by Voice of Victims
August 8, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା; ପୋଲିସକୁ ଚିଠି ଲେଖିଲେ ପୁଅ…

ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା ଓରଫ କାଗଜି ପଲାଇ ।  ସ୍ବାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତ ସିଂହାରଙ୍କ ସହ ବିବାଦ ମାମଲାରେ ହାଜର ହେଲା ପୁଅ ।  ଶିଶୁ ମଙ୍ଗଳ କମିଟି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ବେଞ୍ଚରେ ଉପସ୍ଥିତ ହେଲା ନାବାଳକ ପୁଅ  ।  ବାପା ପାଇଁ ଅନୁରୋଧ କରିଛି ପୁଅ ।

ମାଆର ନିଷ୍ପତ୍ତି ବିରୋଧରେ ପୁଅ କୃଷ୍ଣ ପ୍ରସାଦ ଥାନା ଅଧିକାରୀଙ୍କୁ ଚିଠି ଲେଖିଛି  ।  ବାପା ଦରକାର ନହେଲେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ,ହାଇକୋର୍ଟ ବିଚାରପତିଙ୍କ ନିକଟରେ ଇଛା ମୃତ୍ୟୁ ଆବେଦନ କରିବାକୁ ଉଲ୍ଲେଖ କରିଛି ନାବାଳକ ପୁଅ ।  ସେପଟେ ପୁଅର ଭବିଷ୍ୟତ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିଶୁ ଯତ୍ନ ଗୃହରେ ତାକୁ ରଖାଯାଇଥିବା ବେଳେ ଶିଶୁମଙ୍ଗଳ କମିଟି ନିକଟରେ ଉପସ୍ଥିତ କରାଯାଇଛି ।ସୋନାଲିଙ୍କ ଅଭିଯୋଗ ଆଧାରରେ ଯାଜପୁର ବାଲିଚନ୍ଦ୍ରପୁର ଥାନାରେ ଜିରୋ ଏଫ୍ ଆଇ ଆର୍ ରୁଜ୍ଜୁ ହୋଇଥିଲା । ୩ ଅଗଷ୍ଟ୨୦୨୫ରେ ମାମଲା ରୁଜ୍ଜୁ ହୋଇଥିଲା ।

ସୋନାଳିଙ୍କ ପୈତୃକ ଗାଆଁ କୃଷ୍ଣ ପ୍ରସାଦ ହୋଇଥିବାରୁ ମାମଲା ଟି କୁ ପୁରୀ ପୋଲିସ କୁ ହସ୍ତାନ୍ତର କରାଯାଇଛି ।ଆଉ ଏଥିରେ ସୋନାଲି ଶ୍ରୀକ୍ଷେତ୍ର ସାମନ୍ତ ସିଂହାର ନାଁରେ ଅପହରଣ , ଜୋର ଜବରଦସ୍ତ ବିବାହ ଭଳି ଅଭିଯୋଗ ଆଣିଛନ୍ତି । ସେହି ଆଧାରରେ ଗତକାଲି ପୁରୀ ପୋଲିସ୍ ୧୬୧ ଏବଂ ୧୬୪ରେ ସୋନାଲି ଙ୍କ ବୟାନ ରେକର୍ଡ କରିଛି  । ଖୁବ୍ ଶୀଘ୍ର ଶ୍ରୀକ୍ଷେତ୍ର ସାମନ୍ତସିଂହାର କୁ ଆଣି ଜେରା କରାଯିବ ।

କେବେ ବିବାହ ହୋଇଥିଲା,ସୋନାଲି କେଉଁ ସ୍କୁଲ ରେ ପାଠ ପଢ଼ୁଛିଲେ,ଜନ୍ମ ପ୍ରମାଣ ପତ୍ର,ପୁଅର ସ୍କୁଲ ,ପ୍ରାମାଣିକ ତଥ୍ୟ, ଏ ସବୁ ବିଷୟରେ ଜେରା କରିବ ପୋଲିସ  । ସେପଟେ ବାପା ମାଆ ଙ୍କ କଳହ ଯୋଗୁଁ ପିଲାର ଭବିଷ୍ୟତ ବାଧାପ୍ରାପ୍ତ ହେବାର ଆଶଙ୍କା କରୁଛି ପୋଲିସ୍  । ତେଣୁ ଗତକାଲି ରାତିରୁ ପିଲାଟିକୁ କୃଷ୍ଣ ପ୍ରସାଦ ଥାନା ଆଣି ଶିଶୁ ଯତ୍ନ ଅନୁଷ୍ଠାନରେ ରଖିବା ସହ ଆଜି ଶିଶୁ ମଙ୍ଗଳ କମିଟିରେ ଉପସ୍ଥିତ କରିଛନ୍ତି  ।

Post Views: 41
Share198Tweet124Send
Voice of Victims

Voice of Victims

Recent Posts

  • ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର
  • ମେ’ ୧ମ/ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ
  • ୪ ତାରିଖ ଯାଏଁ ଜାରି ରହିବ ଝଡ ବର୍ଷାର ପ୍ରଭାବ
  • ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ- ୬୩କୁ ୨ ରୁ ୪ ଲେନ୍ କରାଯାଉ, ମୋହନ ମାଝୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି
  • ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In