• About Us
  • Contact Us
Friday, May 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ମହାସମାରୋହରେ ସମ୍ପୂର୍ଣ୍ଣ ହେଲା ୩୮ ତମ ନବାହ୍ନ ପାରାୟଣ ଏବଂ ପ୍ରବଚନ ମହାଯଜ୍ଞ

by Voice of Victims
November 4, 2025
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ମହାସମାରୋହରେ ସମ୍ପୂର୍ଣ୍ଣ ହେଲା ୩୮ ତମ ନବାହ୍ନ ପାରାୟଣ ଏବଂ ପ୍ରବଚନ ମହାଯଜ୍ଞ

ବାଲେଶ୍ଵର (ଭିଓଭି) ୪/୧୧ : – ରେମୁଣା ସ୍ଥିତ କ୍ଷୀରଚୋରା ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ କ୍ଷୀରଚୋରା ରାମାୟଣ ପ୍ରଚାରିଣୀ ସମିତି ପକ୍ଷରୁ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ଅକ୍ଟୋବର ୨୬ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ପ୍ରତ୍ୟେହ ୭ ଘଟିକା ଠାରୁ ହନୁମାନ ଚାଳିଶା ପାଠ ଓ ପୂଜା ପରେ ଗ୍ରନ୍ଥ ପାରାୟଣ ସନ୍ଥ ମହାତ୍ମା ଙ୍କ ଦ୍ୱାରା ଅନୁଷ୍ଠିତ ହେଉଥିଲା । ସନ୍ଧ୍ୟା ୭ . ୩୦ ରୁ ରାତ୍ରି ୧୦ .୩୦ ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ କରାଯାଉଥିଲା ।

ଚାରଣ ପଣ୍ଡିତ ହରିହର ଜେନା ( ପୁରୀ ) ୨୬/୧୦ ଠାରୁ ୨୮/୧୦ ପର୍ଯ୍ୟନ୍ତ , ପଣ୍ଡିତ ମୃତ୍ୟୁଞ୍ଜୟ ଚୈ।ଧୁରୀ ( ଭୁବନେଶ୍ୱର ) ୨୯/୧୦ ଠାରୁ ୩୧/୧୦ ପର୍ଯ୍ୟନ୍ତ , ଏବଂ ପଣ୍ଡିତ ବିନୋଦ ବିପିନ୍ ବିହାରୀ ସାମଲ ( ଢେଙ୍କାନାଳ) ୧/୧୧ ଠାରୁ ୩/୧୧ ପର୍ଯ୍ୟନ୍ତ ପରମ କାରୁଣିକ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ଶ୍ରୀ ରାମଚନ୍ଦ୍ର ଙ୍କ ର ଚରିତ ବ୍ୟାଖ୍ୟାନ କରି ଭକ୍ତ ମାନଙ୍କୁ ଆପ୍ୟାୟିତ କରିଥିଲେ । ୩/୧୧ ରିଖ ରେ ଶ୍ରୀ ରାମଚରିତ ମାନସର ପୂର୍ଣ୍ଣିହୁତି କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସମିତିର ସଭ୍ୟବୃନ୍ଦ ସୁପରିଚାଳନା କରିଥିଲେ ।

Post Views: 39
Share198Tweet124Send
Voice of Victims

Voice of Victims

Recent Posts

  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ
  • ନାବାଳକଙ୍କୁ ଥାନାରେ ଅଟକ ମାମଲାରେ ଭଦ୍ରକ ଏସ୍‌ପିଙ୍କୁ ହାଜର ନିର୍ଦେଶ ଦେଲେ ହାଇ କୋର୍ଟ
  • ଆଜିବି ବର୍ଷିବ, ପୂରା ଓଡ଼ିଶାକୁ ଜାରି ହୋଇଛି ୟେଲୋ ଆଲର୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In