• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଆଶୁତୋଷ ନଗର ପ୍ରିମିୟର ଲିଗ୍ ଉଦଯାପିତ

by Voice of Victims
January 29, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆଶୁତୋଷ ନଗର ପ୍ରିମିୟର ଲିଗ୍ ଉଦଯାପିତ

ଭୁଵନେଶ୍ଵର: ଭୁଵନେଶ୍ଵର ଉପକଣ୍ଠ କେଶୁରା ଗ୍ରାମ ନିକଟସ୍ଥ ଆଶୁତୋଷ ନଗର କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ଏକଦିବସୀୟ ଆଶୁତୋଷ ନଗର ପ୍ରିମିୟର ଲିଗ୍ ରବିବାର ଉଦଯାପିତ ହୋଇଯାଇଅଛି। ପ୍ରିମିୟର ଲିଗକୁ ଯୁବ ଶିଳ୍ପଦ୍ୟୋଗୀ ତଥା ସମାଜସେବୀ ରଞ୍ଜନ ସାମଲ ଉଦଘାଟନ କରି ସମସ୍ତ ଖେଳାଳି ମାନଙ୍କୁ ଭଲ ଖେଳିବା ପାଇଁ ଉତ୍ସାହିତ କରିଥିଲେ ଏବଂ ଭବିଷ୍ୟତରେ ଏଭଳି ଲିଗ୍ ଆୟୋଜନ କରିବା ପାଇଁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଫାଇନାଲ ମ୍ୟାଚ ବବୁଲ ଇଲେଭେନ୍ ଏବଂ ଦିବ୍ୟ ଇଲେଭେନ୍ ମଧ୍ୟରେ ଖେଳାଯାଇଥିଲା। ଦିବ୍ୟ ଇଲେଭେନ୍ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୪ ୱିକେଟ ବିନିମୟରେ ୧୬୮ ରନ କରିଥଵା ବେଳେ ଵଵୁଲୁ ଇଲେଭେନ୍ ୧୨ ଓଭରରେ ସମସ୍ତ ୱିକେଟ ହରାଇ ୧୫୫ ରନ୍ କରି ୧୩ ରନ୍ ରେ ପରାସ୍ତ ହୋଇଥିଲା। ଦିବ୍ୟ ଇଲେଭେନର ଅଧିନାୟକ ଦିବ୍ୟ ଶୃଙ୍ଖଳା ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ନାରୀ ସଶକ୍ତୀକରଣ କୁ ସମ୍ମାନ ଓ ସମର୍ଥନ କରି କ୍ଳବର ଖେଳାଳିମାନେ ସୋସାଇଟିର ମହିଳା ମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରି ସେମାନଙ୍କଠାରୁ ଟ୍ରଫି ଓ ପୁରସ୍କାର ଗ୍ରହଣ କରିଥିଲେ। କ୍ଳବର ସମସ୍ତ ଖେଳାଳି ମ୍ୟାଚ ପରିଚାଳିତ କରିଥିଲେ।

Post Views: 64
Share206Tweet129Send
Voice of Victims

Voice of Victims

Recent Posts

  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅର୍ଥନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ଅଭିଜ୍ଞ ଅଧିକାରୀମାନଙ୍କୁ ନିଯୁକ୍ତି
  • ସହରାଞ୍ଚଳରେ ରହୁଥିବା ଗରିବଙ୍କୁ ଭଡ଼ାରେ ଘର ଦେବେ ସରକାର, ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ
  • ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ହେଲେ ବାଳକୃଷ୍ଣ ଷଢଙ୍ଗୀ
  • ପରୀକ୍ଷା ପେ ଚର୍ଚ୍ଚା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
  • କଟକରେ କୋର୍ଟକୁ ପୁଣି ଆସିଲା ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ପୋଲିସ ଛାନ୍‌ଭିନ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In