ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ଯଶପ୍ରୀତ ବୁମରା । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟରେ ହୋଟେଲ ମେ ଫେୟାରକୁ ନିଆଯାଇଛି । ଗତକାଲି ଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ପହଞ୍ଚି ସାରିଛନ୍ତି ।
ଦୁଇ ଟିମର ସମସ୍ତ ଖେଳାଳି ପହଞ୍ଚିବେ । ଖେଳାଳିଙ୍କୁ ପାରମ୍ପରୀକ ରୀତିରେ ସ୍ବାଗତ କରାଯିବ । ହୋଟେଲ ମେ ଫେୟାରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ହୋଟେଲ ମେ ଫେୟାର।
