• About Us
  • Contact Us
Saturday, March 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କଲେଜ ଛାତ୍ରୀଙ୍କୁ ମରଣତ୍ମକ ଆକ୍ରମଣ, ପରୀକ୍ଷା ଦେବାକୁ ଯାଉଥିବା ସମୟରେ ବ୍ଲେଡରେ ଆକ୍ରମଣ

by Voice of Victims
March 6, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
କଲେଜ ଛାତ୍ରୀଙ୍କୁ ମରଣତ୍ମକ ଆକ୍ରମଣ, ପରୀକ୍ଷା ଦେବାକୁ ଯାଉଥିବା ସମୟରେ ବ୍ଲେଡରେ ଆକ୍ରମଣ

କଲେଜ ଛାତ୍ରୀଙ୍କୁ ମରଣତ୍ମକ ଆକ୍ରମଣ,ପରୀକ୍ଷା ଦେବାକୁ ଯାଉଥିବା ସମୟରେ ବ୍ଲେଡ ରେ ଆକ୍ରମଣ, ଛାତ୍ରୀ ର ନିଜ ଓନିରେ ତଣ୍ଟି ଚିପି ମାରିଦେବାକୁ ହୋଇଥିଲା ଆକ୍ରମଣ,ଗୋପ ଥାନା ନାଗପୁର ରେ ଘଟିଛି ଅଘଟଣ, ଛାତ୍ରୀ ଜଣକ ଗୋପ କଲେଜ ରେ +2 ପରୀକ୍ଷା ଦେବାକୁ ଯାଉଥିଲେ, ଘର ଠାରୁ ଦୁଇ ଶହ ମିଟର ଦୂରରେ ହେଲା ଆକ୍ରମଣ,

ଛାତ୍ରୀ ଜଣକ ହେଲେ ରାନୀ ବିଶ୍ୱାଳ, ଛାତ୍ରୀ ଜଣକ ର ଚିତ୍କାର ଶୁଣିବା ପରେ ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କରିବା ସହିତ ପ୍ରଥମେ ନାଗପୁର ମେଡିକାଲ ଓ ପରେ ଗୁରୁତର ଅବସ୍ଥାରେ ଗୋପ ମେଡିକାଲ ରେ ଭର୍ତ୍ତି କରିଛନ୍ତି, ଡାକ୍ତର ଙ୍କ ଚିକିତ୍ସା ସମୟରେ ଛାତ୍ରୀ ଜଣକ ବେକରେ ସାମାନ୍ୟ କ୍ଷତ ରହିଥିବା ଜାଣିବାକୁ ମିଳିଛି,ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଲିଛି,

Post Views: 19
Share198Tweet124Send
Voice of Victims

Voice of Victims

Recent Posts

  • ବାୟୁସେନାର ସୁଖୋଇ-୩୦ ବିମାନ କ୍ରାସ୍, ୨ ପାଇଲଟଙ୍କ ମୃତ୍ୟୁ
  • ବାଟବଣା କଲା ଅନଲାଇନ ମ୍ୟାପ: ପଶିଗଲା ଟ୍ରଲର, ଚୁରମାର ହୋଇଗଲା ଘର
  • ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସରେ ରେଳଯାତ୍ରୀ ମୃତ, କାରଣ ଅସ୍ପଷ୍ଟ
  • CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ଅମିତ ଶାହ, କହିଲେ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ ଲକ୍ଷ୍ୟ
  • କଲେଜ ଛାତ୍ରୀଙ୍କୁ ମରଣତ୍ମକ ଆକ୍ରମଣ, ପରୀକ୍ଷା ଦେବାକୁ ଯାଉଥିବା ସମୟରେ ବ୍ଲେଡରେ ଆକ୍ରମଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In