ସରିଲା 2025/26 ଶିକ୍ଷା ଵର୍ଷ । ଏପ୍ରିଲ ମାସ ରୁ ଆରମ୍ଭ ନୂଆ ଶିକ୍ଷା ବର୍ଷ। ଏହି ଶିକ୍ଷା ବର୍ଷ ରୁ ହିନ୍ଦୁ ରୀତି ନୀତି ଅନୁସାରେ ସରସ୍ବତୀ ଶିଶୁ ମନ୍ଦିର ମାନଙ୍କରେ ପୂଜା ପାଠ ହୋମ ଯଜ୍ଞ ହୋଇ ନୂଆ ପିଲା ମାନଙ୍କ ର ନାମଲେଖା ଆରମ୍ଭ ହୁଏ।
ମହତପଲା ଏବଂ ଗୋପାଳ ପୁର ସରସ୍ବତୀ ଶିଶୁ ମନ୍ଦିର ଠାରେ ଭାରତୀୟ ଶିକ୍ଷା ଵିକାଶ ସଂସ୍ଥାନ ର ନିୟମ ଅନୁସାରେ କରାଯାଇଛି।
ସମସ୍ତ ପିଲା ମାନଙ୍କୁ ସକାଳୁ ସକାଳୁ ଡକା ଯାଇ ପୂଜା ରେ ସାମିଲ କରାଯାଇଛି। ବିଦ୍ୟାଳୟ ର ପ୍ରତିଷ୍ଠିତା ସମ୍ପାଦକ ଶ୍ରୀ ବାଳକୃଷ୍ଣ ଷଢଙ୍ଗୀ କହିଛନ୍ତି। ଶିଶୁ ମାନଙ୍କୁ ନୈତିକ. ଆଧ୍ୟାତ୍ମିକ ଶିକ୍ଷା ଦେବା ସମାଜ ରେ ସୁପ୍ରତିଷ୍ଠିତ ହେବ ସରସ୍ବତୀ ଶିକ୍ଷା ହିଁ ସମ୍ଭବ।
ଵିଦ୍ୟାଳୟ ପ୍ରଧାନାଚାର୍ଯା ନିରୁପମା କର. ଅନୁପମା ଦାଶ, ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ଶିଶୁ ମାନଙ୍କୁ ଉସ୍ଛାହ କରିଥିଲେ।
