• About Us
  • Contact Us
Thursday, April 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

୧୫,୪୦୦ ଟନ୍ ଏଲପିଜି ନେଇ ଭାରତ ପହଞ୍ଚିଲା ଜାହାଜ ଗ୍ରୀନ ଆଶା, ୬ ଏପ୍ରିଲରେ ପାର୍ କରିଥିଲା ହର୍ମୁଜ ପ୍ରଣାଳୀ

by Voice of Victims
April 9, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
୧୫,୪୦୦ ଟନ୍ ଏଲପିଜି ନେଇ ଭାରତ ପହଞ୍ଚିଲା ଜାହାଜ ଗ୍ରୀନ ଆଶା, ୬ ଏପ୍ରିଲରେ ପାର୍ କରିଥିଲା ହର୍ମୁଜ ପ୍ରଣାଳୀ

ମୁମ୍ବାଇ : ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସଙ୍କଟ ଭିତରେ ହର୍ମୁଜ ପ୍ରଣାଳୀ ପାର ଭାରତରେ ପହଞ୍ଚିଛି ଆଉ ଏକ ଏଲପିଜି ଟ୍ୟାଙ୍କର ଜାହାଜ । ଏହି ଜାହାଜରେ ୧୫,୪୦୦ ଟନର ଏଲପିଜି ରହିଛି । ମୁମ୍ବାଇର ଜବାହରଲାଲ ନେହରୁ ବନ୍ଦର ପ୍ରାଧିକରଣ କହିଛି କି, ୧୫୪୦୦ ଟନ ଏଲପିଜି ଧରି ଭାରତୀୟ ଜାହାଜ ପହଞ୍ଚିଛି । ଏହି ଜାହାଜ ୬ ଏପ୍ରିଲରେ ହର୍ମୁଜ ପ୍ରଣାଳୀକୁ ପାର୍ କରିଥିଲା । ଜାହାଜର ନାମ ଗ୍ରୀନ ଆଶା ।

ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଯୁଦ୍ଧ କରି ଇରାନ ଷ୍ଟ୍ରେଟ୍ ଅଫ୍ ହର୍ମୁଜଙ୍କୁ ବନ୍ଦ କରିଥିଲା । କେବଳ କିଛି ଦେଶ ଏହି ପ୍ରଣାଳୀ ଦେଇ ଯିବାଆସିବା କରିପାରୁଥିଲେ । ଏଥିରେ ଭାରତୀୟ ଜାହାଜକୁ ଯିବାଆସିବା ପାଇଁ ଅନୁମତି ମିଳୁଥିଲା ।

ଜବାହରଲାଲ ନେହରୁ ବନ୍ଦ ପ୍ରାଧିକରଣ ତରଫରୁ ଜାହାଜ ଗ୍ରୀନ ଆଶାକୁ ସ୍ବାଗତ କରାଯାଇଛି । ଏଥିରେ ଥିବା ସମସ୍ତ ସଦସ୍ୟ ସୁରକ୍ଷିତ ରହିଛନ୍ତି । ଯୁଦ୍ଧ ଆରମ୍ଭ ହେବା ପରେ ଜେଏନପିଏ ପହଞ୍ଚିଥିବା ପ୍ରଥମ ଜାହାଜ, ଯାହା ୧୫,୪୦୦ ଟନ ଏଲପିଜି ଧରି ଭାରତ ପହଞ୍ଚିଛି ।

Post Views: 13
Share197Tweet123Send
Voice of Victims

Voice of Victims

Recent Posts

  • ୧୫,୪୦୦ ଟନ୍ ଏଲପିଜି ନେଇ ଭାରତ ପହଞ୍ଚିଲା ଜାହାଜ ଗ୍ରୀନ ଆଶା, ୬ ଏପ୍ରିଲରେ ପାର୍ କରିଥିଲା ହର୍ମୁଜ ପ୍ରଣାଳୀ
  • ସସ୍ମିତ ପାତ୍ରଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ
  • OTET 2026 ପାଇଁ ଅନଲାଇନ୍ ଆବେଦନର ଶେଷ ତାରିଖ ବୃଦ୍ଧି, ଏଠାରେ ଚେକ କରନ୍ତୁ
  • ୨୦ ଘଣ୍ଟା ଧରି କେଦାରନାଥରେ ଲାଗି ରହିଛି ତୁଷାରପାତ, ଏପ୍ରିଲ ୨୨ରେ ଖୋଲିବ ଦ୍ବାର
  • ରାଜଧାନୀରେ ବଢ଼ିଛି ଦୁଷ୍କର୍ମ ଓ ଡକାୟତି, କମିଛି ହତ୍ୟା ଓ ଚୋରି ଭଳି ଅପରାଧ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In