• About Us
  • Contact Us
Wednesday, April 22, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କଲବଲ କରୁଛି ତାତି, ଆହୁରି ୪ ଦିନ ଗରମ ଓ ଗୁଳୁଗୁଳିରୁ ମିଳିବନି ନିସ୍ତାର

by Voice of Victims
April 22, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
୩ ଦିନରେ ପୁଣି ବଢ଼ିବ ତାତି

ଭୁବନେଶ୍ୱର: କଲବଲ କରୁଛି ତାତି । ଆହୁରି ୪ ଦିନ ଗରମ ଓ ଗୁଳୁଗୁଳିରୁ ମିଳିବନି ନିସ୍ତାର । ଅସ୍ତବ୍ୟସ୍ତ କରୁଛି ଗରମ । ତଳେ ଉପରେ ସବୁଠି ତାତି । ୨୫ ଯାଏ ତାତି ରୁ ନାହିଁ ତ୍ରାହି । ୪୦ ଡିଗ୍ରୀ ଉପରେ ୧୪ ସହର । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି । ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ମାଲକାନଗିରି ସମେତ ବଲାଙ୍ଗୀର ଜିଲ୍ଲାରେ ଆଜିଠାରୁ ୨୫ ଯାଏଁ ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର । ଏନେଇ ଜିଲ୍ଲାପାଳଙ୍କ ପକ୍ଷରୁ ବିଜ୍ଞୋପ୍ତି ଜାରି କରାଯାଇଛି ।

ସେହିପରି ଗଜପତି ଜିଲ୍ଲାରେ ମଧ୍ୟ୨୪ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତା ଦୁଇରୁ ତିନ ଦିନରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ । ଆସନ୍ତା ୫ ଦିନ ଯାଏଁ ତାତିରୁ ମିଳିବନି ନିସ୍ତାର। ବର୍ତ୍ତମାନ ୪୦ ଡିଗ୍ରୀ ଉପରେ ରହିଛି ୧୪ ସହରର ତାପମାତ୍ରା । ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହିତ କେତେକ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି ।

Post Views: 10
Share197Tweet123Send
Voice of Victims

Voice of Victims

Recent Posts

  • କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଖୁବ୍‌ଶୀଘ୍ର କଢ଼ାଯିବ ବାଲି, ସମସ୍ତ ବୈଷୟିକ କାର୍ଯ୍ୟ ଶେଷ
  • କଲବଲ କରୁଛି ତାତି, ଆହୁରି ୪ ଦିନ ଗରମ ଓ ଗୁଳୁଗୁଳିରୁ ମିଳିବନି ନିସ୍ତାର
  • ଓଡ଼ିଶା ଫେରିଲା ପୋସ୍କୋ; JSW ମିଳିତ ଉଦ୍ୟମରେ ହେବ ଦୁଇଟି ବଡ଼ ଇସ୍ପାତ କାରଖାନା
  • ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ
  • ସେମାନଙ୍କ ସହ ସାକ୍ଷାତ କରିବାରେ କୌଣସି ଅସୁବିଧା ନାହିଁ, ଇରାନ ନେତାଙ୍କ ସହ ଫେସ୍ ଟୁ ଫେସ୍ ମିଟିଂ ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In