• About Us
  • Contact Us
Monday, May 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ହାରିଗଲେ ରାହୁଲ ଗାନ୍ଧୀଙ୍କ ବବ୍ବର ଶେର ଗୌରବ ଗୋଗୋଇ

by Voice of Victims
May 4, 2026
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ
ହାରିଗଲେ ରାହୁଲ ଗାନ୍ଧୀଙ୍କ ବବ୍ବର ଶେର ଗୌରବ ଗୋଗୋଇ

ଆସାମ ବିଧାନସଭା ନିର୍ବାଚନ ୨୦୨୬ରେ କଂଗ୍ରେସର କରୁଣ ପରିସ୍ଥିତି। ହାରିଗଲେ ରାହୁଲ ଗାନ୍ଧୀଙ୍କ ବବ୍ବର ଶେର୍ (ସିଂହ) ତଥା ଆସାମ କଂଗ୍ରେସ ମୁଖ୍ୟ ଗୌରଭ ଗୋଗୋଇ। ଗୌରଭ ଜୋରହାନଟ ବିଧାନସଭା ଆସନରୁ ଏଥର ନିର୍ବାଚନ ଲଢ଼ୁଥିଲେ। ସେ ବିଜେପି ପ୍ରତିପକ୍ଷ ହିତେନ୍ଦ୍ର ନାଥ ଗୋସ୍ୱାମୀଙ୍କ ଠାରୁ ୨୩, ୧୮୨ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।

୧୪ ରାଉଣ୍ଡ ଗଣନା ପରେ ଜୋରାହାଟରେ ବର୍ତ୍ତମାନର ବିଜେପି ବିଧାୟକ ଥିବା ହିତେନ୍ଦ୍ର ନାଥ ଗୋସ୍ୱାମୀ ୬୯,୪୩୯ ଭୋଟ ପାଇ ବିଜୟୀ ହୋଇଛନ୍ତି। ଅନ୍ୟପଟେ କଂଗ୍ରେସର ଗୋଗୋଇ ୪୬,୨୫୭ ଭୋଟ ପାଇ ପଛରେ ରହିଯାଇଛନ୍ତି।ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ତରୁଣ ଗୋଗୋଇଙ୍କ ପୁଅ ଗୌରବ ଗୋଗୋଇ ଏଥର ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିଲେ।

ଜୋରହାଟରୁ ବିଜେପିର ହିତେନ୍ଦ୍ର ନାଥ ଗୋସ୍ୱାମୀଙ୍କ ବିପକ୍ଷରେ ସେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଜୋରାହାଟ ଆସନ ଗୌରବଙ୍କ ପାଇ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ବର୍ତ୍ତମାନ ସେ ଏହି ଆସନରୁ ସାଂସଦ ଅଛନ୍ତି। ହେଲେ ପ୍ରଥମ ଥର ପାଇଁ ବିଧାୟକ ଆସନରେ ଲଢ଼ିବା ତାଙ୍କୁ ମହଙ୍ଗା ପଡ଼ିଛି। ଆରମ୍ଭ ତାଙ୍କୁ ବିଫଳତା ମିଳିଛି।

Post Views: 14
Share198Tweet124Send
Voice of Victims

Voice of Victims

Recent Posts

  • ଗ୍ୟାସ ଲିକ ଘଟଣାରେ ମୃତ ଲଳିତ ପ୍ରହରାଜଙ୍କ ସ୍ମୃତି ଚାରଣ ସଭା
  • କୋଲକତା ପୋଲିସର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଆଜି ବିଜୟ ସେଲିବ୍ରେସନ ମନା
  • ହାରିଗଲେ ରାହୁଲ ଗାନ୍ଧୀଙ୍କ ବବ୍ବର ଶେର ଗୌରବ ଗୋଗୋଇ
  • ତାମିଲନାଡୁରେ ବିଜୟଙ୍କ TVK ନମ୍ବର ୧
  • ବେଙ୍ଗଲରେ ମମତା ଯୁଗର ଅନ୍ତ; ଫୁଟିଲା ପଦ୍ମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In