ପଟ୍ଟାମୁଣ୍ତାଇ: ତରଭୁଜ ନେଲା ଜୀବନ। ଏଭଳି ଅଭବାନୀୟ ଘଟଣା କେନ୍ଦ୍ରାପଡା ପଟ୍ଟାମୁଣ୍ତାଇ ଅନ୍ତର୍ଗତ କୁପୁଣି ଗାଁରେ ଘଟିଛି। ତରଭୁଜ ଖାଇ ପରିବାରରେ ଜଣେ ମୃତ, ୫ଜଣ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି।
କଟକରେ ଚିକିତ୍ସାଧୀନ ଅବସ୍ଥାରେ ୧୩ ବର୍ଷୀୟ ନାବାଳକ ମୃତ ଘଟିଛି। ମୃତ ନାବାଳକର ନାଁ ସ୍ଵାଧୀନ ସେନାପତି। ତାଙ୍କ ବାପା ପଞ୍ଚାନନ ସେନାପତି ଏବେ ବି କେନ୍ଦ୍ରାପଡାରେ ଚିକିତ୍ସିତ ହେଉଛନ୍ତି।
