• About Us
  • Contact Us
Tuesday, May 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ତୁରନ୍ତ ପଳାଅ…ଜେଲରେ ରଖି ପଇସା କାଇଁ ଖର୍ଚ୍ଚ କରିବୁ, ବାଂଲାଦେଶୀଙ୍କୁ ଶୁଭେନ୍ଦୁଙ୍କ ଚେତାବନୀ

by Voice of Victims
May 26, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ତୁରନ୍ତ ପଳାଅ…ଜେଲରେ ରଖି ପଇସା କାଇଁ ଖର୍ଚ୍ଚ କରିବୁ, ବାଂଲାଦେଶୀଙ୍କୁ ଶୁଭେନ୍ଦୁଙ୍କ ଚେତାବନୀ

ପଶ୍ଚିମବଙ୍ଗରେ ଶୁଭେନ୍ଦୁ ସରକାର ଆକ୍ସନରେ । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ସରକାର ରାଜ୍ୟର ସମସ୍ତ ଜିଲ୍ଲାଅଧିକାରୀଙ୍କୁ ଲିଖିତ ନିର୍ଦ୍ଦେଶ ଏବଂ ଗାଇଡଲାଇନ ଜାରି କରିଛନ୍ତି । ସମସ୍ତ ଜିଲ୍ଲାଅଧିକାରୀ ନିଜ ନିଜ ଅଞ୍ଚଳରେ ହେଲ୍ଡିଂ ସେଣ୍ଟ ନିର୍ମାଣ କରି ଉଚିତ ଜାଗା ବାଛିବା ଏବଂ କାର୍ଯ୍ୟାନୁଷ୍ଠାନ ତୁରନ୍ତ କରିବାକୁ କହିଛନ୍ତି ।

ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବା ପରେ ବାଂଲାଦେଶୀଙ୍କୁ ତାଙ୍କ ଦେଶକୁ ପଠାଇବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଶୀଘ୍ର ତୁମ ଦେଶକୁ ଯାଅ । ଆମେ ତୁମକୁ ଜେଲରେ ରଖି ଅଯଥା ଖାଇବାରେ ଖର୍ଚ୍ଚ କରିପାରିବୁ ନାହିଁ । ଆମେ ପୋଲିସକୁ ନିର୍ଦେ୍ଦଶ ଦେଇଛୁ ସିଧା ସେମାନଙ୍କୁ ବଂଲାଦେଶ ପଠାଇବା ପାଇଁ ବ୍ୟବସ୍ଥା କରାଯାଉ । ଅବୈଧ ଭାବେ ରହିଥିବା ବାଂଲାଦେଶୀ ଚିହ୍ନଟ ହେବା ପରେ ସେମାନଙ୍କ ହୋଲ୍ଡିଂ ସେଣ୍ଟରରେ ରଖିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଶୁଭେନ୍ଦୁ ସରକାର ଏବେ ରାଜ୍ୟରେ ଏବେ ତିନି ମନ୍ତ୍ର ଦେଇଛନ୍ତି । ଡିଟେକ୍ଟ ,ଡିଟେନ୍ ଏବଂ ଡିଲିଟ୍ । ଏମିତି ମନ୍ତ୍ର ଯାହା ଦ୍ୱାରା ବେଆଇନ୍ ବାଂଲାଦେଶୀଙ୍କୁ ବର୍ଡର ପାର ପଠାଯିବ । ଏହା ଅନୁସାରେ ପ୍ରଥମେ ଚିହ୍ନଟ କରାଯିବ । ନକଲି ବୋଲି ଜଣା ପଡିବା ପରେ ଅଟକ ରଖାଯିବ । ଆଉ ଏହାପରେ ବାଦ୍ ଦିଆଯିବ ।

ଏଥିପାଇଁ ସ୍ବତନ୍ତ୍ର ‘ହୋଲ୍ଡିଂ ସେଣ୍ଟର ପ୍ରତିଷ୍ଠା କରାଯିବ । ଏହି କେନ୍ଦ୍ରଗୁଡ଼ିକୁ ବେଆଇନ ପ୍ରବାସୀ ଏବଂ ରାଜ୍ୟ ଜେଲରୁ ମୁକ୍ତ ହୋଇଥିବା ବିଦେଶୀ କଏଦୀଙ୍କୁ ରଖିବା ପାଇଁ ବ୍ୟବହାର କରାଯିବ । ଏହି ସେଣ୍ଟର ମଧ୍ୟ ଏକ ପ୍ରକାର ଜେଲ୍ ଭଳି ରହିବ । ଏଠାରେ ସନ୍ଦିଗ୍ଧଙ୍କୁ ୩୦ ଦିନ ପାଇଁ ରଖାଯିବ । ଏହାପରେ ସେମାନଙ୍କୁ ବିତାଡ଼ିତ କରାଯିବ ।

Post Views: 14
Share198Tweet124Send
Voice of Victims

Voice of Victims

Recent Posts

  • ବିଜେପିରେ ଯୋଗଦେଲେ ଦେବାଶିଷ ସାମନ୍ତରାୟ
  • ଶୁଭେନ୍ଦୁ ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ ୫ ଟଙ୍କାରେ ମିଳିବ ଭାତ-ମାଛ
  • ତୁରନ୍ତ ପଳାଅ…ଜେଲରେ ରଖି ପଇସା କାଇଁ ଖର୍ଚ୍ଚ କରିବୁ, ବାଂଲାଦେଶୀଙ୍କୁ ଶୁଭେନ୍ଦୁଙ୍କ ଚେତାବନୀ
  • ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପାଇଁ ମିଳିଲା କି ଗ୍ରୀନ୍ ସିଗନାଲ ? କାଲି ପିଏମ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
  • ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ୍-୨୦୨୪ ପରୀକ୍ଷା ଫଳ : ବୁବୁନ ସାହୁ ଟପ୍ପର, ଦ୍ବିତୀୟରେ ଶୋଭନା ମହାନ୍ତି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In