• About Us
  • Contact Us
Wednesday, May 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଅପରାଧୀଙ୍କ ସିପିଙ୍କ ଚେତାବନୀ, କ୍ରାଇମ କଲେ ଛାଡ଼ିବନି କମିଶନରେଟ୍ ପୋଲିସ

by Voice of Victims
May 27, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଅପରାଧୀଙ୍କ ସିପିଙ୍କ ଚେତାବନୀ, କ୍ରାଇମ କଲେ ଛାଡ଼ିବନି କମିଶନରେଟ୍ ପୋଲିସ

ଭୁବନେଶ୍ବର: ଅପରାଧିଙ୍କୁ ଚେତାବନୀ ଦେଲେ ପୋଲିସ କମିଶନର । ଆଉ ଖଣ୍ଡା, କାତି କି ବନ୍ଧୁକ ଚଳିବନି । ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ହେଲେ ଆଉ ରକ୍ଷା ମିଳିବନି । ଆକ୍ସନ ମୋଡରେ କମିଶନରେଟ୍ ପୋଲିସ ।  ଗ୍ରଗ୍ସ ମାଫିଆ ପପୁନ ମାଝୀ ଭଳି ଅବସ୍ଥା ହେବ ।  ଭୁବନେଶ୍ବରରେ ଗଞ୍ଜାମର କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ ମାଝୀକୁ ଏନକାଉଣ୍ଟର୍ କରିଛି କମିଶନରେଟ୍ ପୋଲିସ ।  ଗଞ୍ଜାମ ଜଗନ୍ନାଥପ୍ରସାଦ ଅଂଚଳର ଡ୍ରଗ୍ସ ମାଫିଆ ପପୁନ୍ ।  ଇନଫୋ ଭ୍ୟାଲି ଥାନା ଅଞ୍ଚଳରେ ଡ୍ରଗ୍ସ ଡିଲ୍ ବେଳେ ହୋଇଥିଲା ଏନକାଉଣ୍ଟର୍ ।

ପ୍ରଥମେ ପୋଲିସ୍ ଉପରକୁ ଏକ ରାଉଣ୍ଡ ଗୁଳି ଚଳାଇଥିଲା ପପୁନ୍ । ପୋଲିସ୍ ର ପାଲଟା ଗୁଳି ଚାଳନାରେ ପପୁନ୍ ଗୁରୁତର ହୋଇଛି । ପପୁନ୍ କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ପରେ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ତା ନିକଟରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗର ସହ ବନ୍ଧୁକ ଓ ଗୁଳି ଜବତ ହୋଇଛି । ପପୁନ ନାଁରେ ବିଭିନ୍ନ ଥାନାରେ ୩୦ରୁ ଅଧିକ ମାମଲା ରହିଛି ।

Post Views: 69
Share200Tweet125Send
Voice of Victims

Voice of Victims

Recent Posts

  • ରାସନ ସମ୍ପର୍କରେ ମୋଦି କ୍ୟାବିନେଟ୍ ର ବଡ଼ ନିଷ୍ପତ୍ତି: ସିଧାସଳଖ ୮୦ କୋଟି ଲୋକଙ୍କୁ କରିବ ପ୍ରଭାବିତ
  • ମମତା ବାନାର୍ଜୀଙ୍କୁ ବଡ଼ ଝଟକା, ଟିଏମସିର ସମସ୍ତ ପଦରୁ ଇସ୍ତଫା ଦେଲେ ସାଂସଦ କାକୋଲି ଘୋଷ
  • ପୁରୀରେ ଲୁଚିଥିଲେ TMC ବିଧାୟକ, ଗିରଫ କରି କୋଲକାତା ନେଲା ଏସଟିଏଫ୍
  • ଅପରାଧୀଙ୍କ ସିପିଙ୍କ ଚେତାବନୀ, କ୍ରାଇମ କଲେ ଛାଡ଼ିବନି କମିଶନରେଟ୍ ପୋଲିସ
  • ଗୁଜରାଟର ଶୋଚନୀୟ ପରାଜୟ, ପ୍ରଥମ ଦଳ ଭାବେ ଫାଇନାଲରେ RCB

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In