• About Us
  • Contact Us
Wednesday, June 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପୁରୀରେ ଲୁଚିଥିଲେ TMC ବିଧାୟକ, ଗିରଫ କରି କୋଲକାତା ନେଲା ଏସଟିଏଫ୍

by Voice of Victims
May 27, 2026
in ଆଞ୍ଚଳିକ ଖବର, ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ପୁରୀରେ ଲୁଚିଥିଲେ TMC ବିଧାୟକ, ଗିରଫ କରି କୋଲକାତା ନେଲା ଏସଟିଏଫ୍

ପୁରୀ : ଓଡ଼ିଶାରୁ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଗିରଫ। ପୁରୀରୁ ପୂର୍ବତନ ପରିବହନ ମନ୍ତ୍ରୀ ଦିଲ୍ଲୀପ ମଣ୍ଡଳ ଗିରଫ । ପୁରୀ ବଳିଆପଣ୍ଡା ସ୍ଥିତ ହୋଟେଲ ବ୍ଲୁ ଲିଲିରୁ ଗିରଫ କଲା ଏସଟିଏଫ୍ l ଗିରଫ ପରେ ଦିଲ୍ଲୀପଙ୍କୁ କୋଲକାତା ଅଭିମୁଖେ ନେଇଗଲା କୋଲକତା ଏସଟିଏଫ୍ । ଉତ୍ତେଜନାମୂଳକ ଭାଷଣ ଦେବା, ସାମ୍ପ୍ରଦାୟିକ ସଦଭାବନା ବିଗାଡ଼ିବା ଏବଂ ବିଜେପି ନେତା-କର୍ମୀଙ୍କୁ ଖୋଲାଖୋଲି ଧମକ ଦେବା ଅଭିଯୋଗରେ ତାଙ୍କ ବିରୋଧରେ ଏକାଧିକ ଜାମିନ-ବିହୀନ ମାମଲା ରୁଜୁ ହୋଇଥିଲା ।

ପ୍ରଥମେ ପୋଲିସ ତାଙ୍କ ଘରେ ଚଢ଼ାଉ କରିବା ସମୟରେ ସେ ଖାଲି ପାଦରେ ପଛ କବାଟ ଦେଇ ଫେରାର ହୋଇଯାଇଥିଲେ । ଯାହାର ସିସିଟିଭି ଫୁଟେଜ୍ ଭାଇରାଲ ହୋଇଥିଲା । ଗିରଫଦାରୀରୁ ବର୍ତ୍ତିବା ପାଇଁ ସେ କୋଲକତା ହାଇକୋର୍ଟରେ ଆବେଦନ କରିଥିଲେ। ଦିଲୀପ ମଣ୍ଡଳ ଗିରଫ ହେବା ପୂର୍ବରୁ ପୋଲିସ ତାଙ୍କ ପୁଅ ଅର୍ଘ୍ୟ ମଣ୍ଡଳ ଏବଂ ତାଙ୍କର ୪ ଜଣ ସହଯୋଗୀଙ୍କୁ ବେଆଇନ ଅସ୍ତ୍ରଶସ୍ତ୍ର ସହ ବକଖାଲି ଅଞ୍ଚଳରୁ ଗିରଫ କରିଥିଲା ।

Post Views: 40
Share200Tweet125Send
Voice of Victims

Voice of Victims

Recent Posts

  • ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?
  • ଦଳରୁ ବହିଷ୍କାର ହେବେ କି ମମତା ବାନାର୍ଜୀ? ବାଜିରେ ଲାଗିଛି ଦିଦିଙ୍କ ରାଜନୈତିକ ଭବିଷ୍ୟତ…
  • ବଢିଲା ଗୃହରକ୍ଷୀଙ୍କ ଦୈନିକ ଭତ୍ତା, ୬୩୯ ଟଙ୍କାରୁ ୬୫୦ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
  • ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଏନଡିଏ ସମ୍ମିଳନୀ ଓ ନୀତି ଆୟୋଗ ବୈଠକରେ ଯୋଗଦେବେ
  • ହଟିବ ଦୀଘା ଜଗନ୍ନାଥ ମନ୍ଦିରରୁ “ଧାମ” ଶବ୍ଦ : ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଚିଠି ପରେ କାର୍ଯ୍ୟାନୁଷ୍ଠାନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In