• About Us
  • Contact Us
Saturday, June 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବକେୟା ଦରମା ପ୍ରଦାନ ଦାବିରେ ଏମ୍ସ କର୍ମଚାରୀଙ୍କ ଆନ୍ଦୋଳନ, ମନ ଇଚ୍ଛା ଦରମା କାଟିବାକୁ ବିରୋଧ

by Voice of Victims
June 12, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବକେୟା ଦରମା ପ୍ରଦାନ ଦାବିରେ ଏମ୍ସ କର୍ମଚାରୀଙ୍କ ଆନ୍ଦୋଳନ, ମନ ଇଚ୍ଛା ଦରମା କାଟିବାକୁ ବିରୋଧ

ଭୁବନେଶ୍ୱର : ଦୀର୍ଘ ମାସ ଧରି ବକେୟା ଦରମା ପ୍ରଦାନ ଦାବିରେ ଏମ୍ସ ଭୁବନେଶ୍ବର ସମ୍ମୁଖରେ ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ । ୨ ମାସ ର ବକେୟା ଦରମା , ଇପିଏଫ୍ ପ୍ରଦାନ ଓ ମନ ଇଚ୍ଛା ଦରମା କାଟିବାକୁ ବିରୋଧ କରି ଧାରଣାରେ ଏମ୍ସ ସିକୁରିଟି । ଏମ୍ସରେ କାର୍ଯ୍ୟରତ ସମସ୍ତ ୪୪୦ ସିକ୍ୟୁରିଟି ଗାର୍ଡ ଧାରଣାରେ ବସିଛନ୍ତି । କେବଳ ଏମର୍ଜେନ୍ସୀରେ କାର୍ଯ୍ୟ କରୁଛନ୍ତି ସିକୁରିଟି ଗାର୍ଡ । ଆନ୍ଦୋଳନ ସମୟରେ ଠିକା ସଂସ୍ଥା ସହ କର୍ମଚାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପାଟିତୁଣ୍ଡ ହୋଇ ହାତାହାତି ହୋଇଥିଲେ ଉଭୟ ।

ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ବୁଝା ସୁଝା କରିଥିଲା । ସେପଟେ ଠିକା ସଂସ୍ଥା କହିଛି ସନ୍ଧ୍ୟା ସୁଦ୍ଧା ଦରମା ମିଳିବ ଏବଂ ବୁଧବାର ସୁଦ୍ଧା ଅନ୍ୟ ସମସ୍ୟାର ସମାଧାନ ହେବ । ପୂର୍ବରୁ ଦାୟିତ୍ୱରେ ଥିବା ଠିକା ସଂସ୍ଥା ସମୟରେ କୌଣସି ସମସ୍ୟା ହେଉନଥିଲା । ଦୁଇ ମାସ ହେଲା ନୂଆ ସଂସ୍ଥା ଦାୟିତ୍ୱ ନେବା ପରେ ଏଭଳି ଅବ୍ୟବସ୍ଥା ଆରମ୍ଭ ହୋଇଛି ବୋଲି କର୍ମଚାରୀ ଅଭିଯୋଗ କରିଛନ୍ତି ।

Post Views: 22
Share198Tweet124Send
Voice of Victims

Voice of Victims

Recent Posts

  • ରମେଶ ଚନ୍ଦ୍ର ମିଶ୍ରଙ୍କ ଗୋବର୍ଦ୍ଧନେଶ୍ୱର ପୁସ୍ତକ ଉନ୍ମୋଚିତ
  • ସିଗନାଲସ କୋରରୁ 6 ଓଡ଼ିଆ ଅଗ୍ନିବୀରଙ୍କ ସହିତ 726 ଅଗ୍ନିବୀରଙ୍କ ପାସିଂ ଆଉଟ ପ୍ୟାରେଡ ସମ୍ପନ୍ନ
  • ରାଇରଙ୍ଗପୁରରେ ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପ ସହ ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ କଲେ ରାଷ୍ଟ୍ରପତି
  • ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାକୁ ମିଳିବ ୪୬,୦୦୦ କୋଟିର ପ୍ରକଳ୍ପ ଭେଟି
  • ଓଡ଼ିଶାକୁ ମିଳିବ ଆଉ ୪୦୦ ଇ-ବସ୍, ରାସ୍ତାରେ ଗଡ଼ିବ ହାଇଡ୍ରୋଜେନ୍ ବସ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In