• About Us
  • Contact Us
Wednesday, July 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ହମିଦ୍ ହତ୍ୟାକାଣ୍ଡରେ ପୋଲିସ ର ବଡ ସଫଳତା , ୬ ଅଭିଯୁକ୍ତ ଗିରଫ

by Voice of Victims
July 14, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା ଅଭିଯୋଗ
ହମିଦ୍ ହତ୍ୟାକାଣ୍ଡରେ ପୋଲିସ ର ବଡ ସଫଳତା , ୬ ଅଭିଯୁକ୍ତ ଗିରଫ

ବାଲେଶ୍ଵର (ଭିଓଭି) ୧୪/୭ : – ଗତ ୨୫/୬ ରିଖରେ ଅରଡବଜାର ସ୍ଥିତ ନିଜ ବାସଭବନ ଠାରେ ହମିଦ୍ ଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ୧୮ ଦିନ ପରେ ସହଦେବଖୁଣ୍ଟା ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଦେଶି ପିସ୍ତଲ , ମାଉଜର, ୪ଟି ମୋବାଇଲ , ଗୋଟେ ଭୁଜାଲି , ଫାର୍ସା , ଏବଂ ବାଇକ୍ ଜବତ କରାଯାଇଛି । ଅପରାଧିମାନେ ହମିଦ୍ ଙ୍କୁ ହତ୍ୟା କରିବା ପାଇଁ ଗତ ୨୩ ତାରିଖରେ ପ୍ରଥମେ ଉଦ୍ୟମ କରି ବିଫଳ ହୋଇଥିଲେ ।

୨୫ ତାରିଖ ରେ ଯୋଜନା ରେ ସଫଳ ହୋଇଥିଲେ ବୋଲି ଜିଲ୍ଲା ଏସପି ପ୍ରତ୍ୟୁଷ ଦିବାକର ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ୨ ସୁଟର ଙ୍କ ମଧ୍ୟରୁ ସିପୁ ଓରଫ୍ ମହେଶ୍ୱର ବେହେରା ପୂର୍ବରୁ ଆତ୍ମସମର୍ପଣ କରିଥିବା ବେଳେ ପ୍ରକାଶ ରାଜ କୁ ପୋଲିସ ଆଜି ଗିରଫ କରିଛି । ହତ୍ୟାକାଣ୍ଡ ରେ ସହଯୋଗ କରିଥିବା ପପୁନ ସିଂ , ରାଜେଶ ପାତ୍ର , ଦୀପକ ପାତ୍ର , ବିଜୟ ମହାଳିକ ଏବଂ ସିପୁ ର ଭାଇ ଦୀପୁ ଓରଫ୍ ଦୀପକ ବେହେରା ଙ୍କୁ ଗିରଫ କରାଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି । ମାତ୍ର ହତ୍ୟାକାଣ୍ଡ ର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

Post Views: 18
Share198Tweet124Send
Voice of Victims

Voice of Victims

Recent Posts

  • ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ୨୬ ବର୍ଷ ପରେ ଜେଲରୁ ବାହାରିବେ ଦାରା ସିଂ
  • ହମିଦ୍ ହତ୍ୟାକାଣ୍ଡରେ ପୋଲିସ ର ବଡ ସଫଳତା , ୬ ଅଭିଯୁକ୍ତ ଗିରଫ
  • ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ଚଣ୍ଡିଖୋଲ ସ୍ଥିତ ଶ୍ରୀ ମହାବିନାୟକଙ୍କ ପରିଦର୍ଶନ
  • କେନ୍ଦୁପତ୍ର ତୋଳାଳୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, କେରି ପିଛା ୧୦ ପଇସା, ଫାଳ ପିଛା ୨୦ ପଇସା ବୃଦ୍ଧି
  • କରୋନାର କରାଳ ରୂପ: ୨ ଜଣଙ୍କ ମୃତ୍ୟୁ ପରେ ଓଡ଼ିଶାରେ ବଢ଼ିଲା ଟେନସନ୍, ସୀମାନ୍ତରେ ହାଇ ଆଲର୍ଟ…

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In