• About Us
  • Contact Us
Sunday, July 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମୋଦୀ ସରକାରରେ କେନ୍ଦ୍ର ମନ୍ତ୍ରୀ ଇସ୍ତଫା ଦେବା ବିରଳ; ଧର୍ମେନ୍ଦ୍ରଙ୍କ ପୂର୍ବରୁ ଇସ୍ତଫା ଦେଇଥିଲେ ଏମ୍ ଜେ ଆକବର

by Voice of Victims
July 26, 2026
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ମୋଦୀ ସରକାରରେ କେନ୍ଦ୍ର ମନ୍ତ୍ରୀ ଇସ୍ତଫା ଦେବା ବିରଳ; ଧର୍ମେନ୍ଦ୍ରଙ୍କ ପୂର୍ବରୁ ଇସ୍ତଫା ଦେଇଥିଲେ ଏମ୍ ଜେ ଆକବର

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପରିଚାଳିତ କେନ୍ଦ୍ର ସରକାରରୁ ଜଣେ ମନ୍ତ୍ରୀ ଇସ୍ତଫା ଦେବା ଏକ ବିରଳ ଘଟଣା। ନିଟ୍‌ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ସିଜେପିର ବିକ୍ଷୋଭ ପରିପ୍ରେକ୍ଷୀରେ ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ‌ଦେବା ଏକ ବିରଳ ଘଟଣା। ମୋଦୀ ସରକାରରେ ଶେଷଥର ପାଇଁ ୨୦୧୮ରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏମ୍‌ଜେ ଆକବର। ସେତେବେଳେ ସେ କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏନ୍‌ଡିଏ ସରକାରରେ ମନ୍ତ୍ରୀମାନେ ଯେତେ ବଡ଼ ବିବାଦରେ ଥିଲେ ମଧ୍ୟ ମନ୍ତ୍ରିପଦ ଛାଡ଼ିବା ପ୍ରାୟତଃ ନଜିର ନାହିଁ। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରଠାରୁ କେବଳ ୨୦୧୮ ମସିହାରେ ଏମ୍‌ ଜେ ଆକବରଙ୍କୁ ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା।

ତାଙ୍କ ବିରୋଧରେ ଅନେକ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଦେଶରେ ସେତେବେଳେ ବଡ଼ଧରଣ ‘ମି ଠୁ ଅଭିଯାନ’ ଚାଲିଥିଲା। ଏମ୍‌ ଜେ ଆକବର ଅନେକ ପ୍ରମୁଖ ଖବରକାଗଜରେ ସମ୍ପାଦକ ଥିବାବେଳେ ତାଙ୍କ ଅଧୀନରେ କାମ କରୁଥିବା କିମ୍ବା ତାଙ୍କ ସଂସ୍ପର୍ଶରେ ଆସୁଥିବା ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ତେଣୁ ସେ ନିଜ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ।

Post Views: 15
Share198Tweet124Send
Voice of Victims

Voice of Victims

Recent Posts

  • Akshar Yoga Kendraa’s Divine Mahaprabhu Prasad Seva During Shri Jagannath Ratha Yatra 2026
  • ଦ୍ୱିତୀୟ ଶ୍ରୀକ୍ଷେତ୍ରର ସିଂହଦ୍ୱାରରେ ଲାଗିଲା ତିନି ରଥ, ଲକ୍ଷ୍ମୀ–ନାରାୟଣ ଭେଟରେ ଭକ୍ତିମୟ ପରିବେଶ; ଅଧର ପଣା ଓ ପହଣ୍ଡି ବିଜେ ପାଇଁ ପ୍ରସ୍ତୁତି
  • ସାହିତ୍ୟ ସହ ସାମାଜିକ ଦାୟିତ୍ୱ: ଅଗଷ୍ଟ ୧ରେ ବୃକ୍ଷରୋପଣ କରିବ ‘ଆମ ସାହିତ୍ୟ ଘର’
  • ବଡ ଏକାଦଶୀରେ ଦ୍ୱୀତିୟ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ: ରୂପା ବେଶରେ ସଜେଇ ହେଲେ ତିନି ଠାକୁର, ଶ୍ରୀଜିଉଙ୍କ ଦର୍ଶନ ପାଇ ପ୍ରବଳ ଭିଡ
  • ଅନ୍ତର୍ଜାତୀୟ ମାନବ ଅଧିକାର ଫୋର୍ସ ର ଘୋଷଯାତ୍ରା ରେ ଭକ୍ତ ସେବା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In