• About Us
  • Contact Us
Thursday, October 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବଜ୍ରପାତ ପୂର୍ବରୁ ଆଗୁଆ ସୃୂଚନା, ସତର୍କ କରାଇବ ରାଡାର

by Voice of Victims
October 15, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବଜ୍ରପାତ ପୂର୍ବରୁ ଆଗୁଆ ସୃୂଚନା, ସତର୍କ କରାଇବ ରାଡାର

ଭୁବନେଶ୍ୱର : ବଜ୍ରପାତ ପୂର୍ବରୁ ଆଗୁଆ ସୃୂଚନା । ବଜ୍ରପାତର କିଛି ମିନିଟ୍ ସତର୍କ କରାଇବ ରାଡାର । ସାଧାରଣତଃ ରାଜ୍ୟରେ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଅଧିକ ବଜ୍ରପାତ ହୋଇଥାଏ । ଚାଷୀ ଓ କୃଷି ଶ୍ରମିକ ମାନେ ଅଧିକ ପ୍ରଭାବିତ ହୋଇଥାନ୍ତି । ତେଣୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଡାର୍ ଓ ବଜ୍ରପାତ ଚିହ୍ନଟ ବ୍ୟବସ୍ଥାର ଉନ୍ନତି କରାଯାଉଛି । ବର୍ତ୍ତମାନ ଓଡ଼ିଶାରେ ତିନୋଟି ରାଡାର୍ କାର୍ଯ୍ୟ କରୁଛି ।

ଡିସେମ୍ବର ସୁଦ୍ଧା ଆଉ ଦୁଇଟି ରାଡାର କାର୍ଯ୍ୟ କରିବ । ଏହି ରାଡାର୍ ମାଧ୍ୟମରେ ପ୍ରାୟ ୧୫୦ କିଲୋମିଟର ପରିସର ମଧ୍ୟରେ ପାଣିପାଗ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ସମ୍ଭବ ହେଉଛି । ଏଥିରେ ସାଇରନ୍ ବ୍ୟବସ୍ଥା ରହିଛି । ପ୍ରାୟ ୩ କିଲୋମିଟର ପରିଧି ମଧ୍ୟରେ ସାଇରନ୍ ର ଶବ୍ଦ ଶୁଣିହେବ। ଫଳରେ ଲୋକମାନେ ସତର୍କ ହୋଇ ନିଜ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେଇପାରିବେ ।

ଏଥିସହିତ ଭାରତୀୟ ଟ୍ରପିକାଲ୍ ମେଟିଓରୋଲୋଜି ପ୍ରତିଷ୍ଠାନ (IITM), ଭାରତୀୟ ପାଣିପାଗ ବିଭାଗ (IMD) ଓ ଅନ୍ୟାନ୍ୟ ସଂସ୍ଥାର ତଥ୍ୟକୁ ସମନ୍ୱିତ କରି ନିର୍ଦ୍ଦିଷ୍ଟ ଅଞ୍ଚଳରେ ବଜ୍ରପାତକୁ ଚିହ୍ନଟ ଓ ଅନୁଧ୍ୟାନ କରିବା ପାଇଁ ଏକ ବଜ୍ରପାତ ନିରୀକ୍ଷଣ ନେଟୱର୍କ ବିକଶିତ କରାଯାଉଛି । ସାଇରନ୍ ବ୍ୟବସ୍ଥା ମଧ୍ୟ ପ୍ରାୟ ୩ କିଲୋମିଟର ପରିଧି ମଧ୍ୟରେ ସାଇରନ୍ ର ଶବ୍ଦ ଶୁଣିହେବ । ଏହା ଶୁଣି ଲୋକମାନେ ସତର୍କ ହୋଇ ନିଜ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେଇପାରିବେ । ଚାଷୀମାନଙ୍କ ବଜ୍ରପାତ ସମସ୍ୟାକୁ ବୁଝିବା ଆବଶ୍ୟକ ।

Post Views: 8
Share196Tweet123Send
Voice of Victims

Voice of Victims

Recent Posts

  • ସନ୍ଦିଗ୍ଧ ଫୁଡ୍ ପଏଜନିଂ ଯୋଗୁଁ ବିଏସଏଫର ୭୫ ଯବାନ ହସପିଟାଲରେ ଭର୍ତ୍ତି
  • SI ପେପର ଲିକ୍ ମାମଲାରେ EDର ଆକ୍ସନ୍, ୧୨ଟି ସ୍ଥାନରେ ଚଢ଼ାଉ
  • ବଜ୍ରପାତ ପୂର୍ବରୁ ଆଗୁଆ ସୃୂଚନା, ସତର୍କ କରାଇବ ରାଡାର
  • ଶିବ ମନ୍ଦିର ପୂଜାରୀକୁ ଗୁଳିକରି ହତ୍ୟା, ଅଭିଯୁକ୍ତକୁ ଖୋଜୁଛି ପୋଲିସ
  • ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପୂଜା ଭେଟି, ମିଳିବ ୭୮ ଦିନର ବୋନସ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In