• About Us
  • Contact Us
Thursday, October 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସନ୍ଦିଗ୍ଧ ଫୁଡ୍ ପଏଜନିଂ ଯୋଗୁଁ ବିଏସଏଫର ୭୫ ଯବାନ ହସପିଟାଲରେ ଭର୍ତ୍ତି

by Voice of Victims
October 15, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ସନ୍ଦିଗ୍ଧ ଫୁଡ୍ ପଏଜନିଂ ଯୋଗୁଁ ବିଏସଏଫର ୭୫ ଯବାନ ହସପିଟାଲରେ ଭର୍ତ୍ତି

ଇମ୍ଫାଲ : ମଣିପୁରର ରାଜଧାନୀ ଇମ୍ଫାଲରେ ସନ୍ଦିଗ୍ଧ ଫୁଡ୍ ପଏଜନିଂ ଯୋଗୁଁ ସୀମା ସୁରକ୍ଷା ବଳର ୭୫ ଜଣ ଯବାନଙ୍କ ସମେତ ମୋଟ ୭୮ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାନ୍ତି ଓ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖାଦେବା ପରେ ସେମାନଙ୍କୁ ଇମ୍ଫାଲର ରିଜିଓନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (RIMS)କୁ ନିଆଯାଇଥିଲା ।

ସୂଚନା ମୁତାବକ, ଗୁରୁବାର ଅପରାହ୍ନରେ ଅସୁସ୍ଥ ଯବାନ ଓ ତିନି ଜଣ ସାଧାରଣ ନାଗରିକଙ୍କୁ ହସ୍ପିଟାଲ ଅଣାଯାଇଥିଲା । ସକାଳେ ଜଳଖିଆ ଖାଇବା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା । ସମସ୍ତ ରୋଗୀଙ୍କୁ ଜରୁରୀକାଳୀନ ବିଭାଗରେ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି । ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ପ୍ରାଥମିକ ଭାବେ ଏହାକୁ ସନ୍ଦିଗ୍ଧ ଫୁଡ୍ ପଏଜନିଂ ବୋଲି ଅନୁମାନ କରାଯାଉଛି ।

ମଣିପୁରରେ ବଟି ଆଦାୟ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ନିଷିଦ୍ଧ ସଂଗଠନ ସହ ଜଡ଼ିତ ଦୁଇ ଜଣ ଉଗ୍ରବାଦୀଙ୍କୁ ସୁରକ୍ଷା ବଳ ଗିରଫ କରିଛି। ବୁଧବାର ପୋଲିସ ଏହି ସୂଚନା ଦେଇଛି ।

Post Views: 11
Share196Tweet123Send
Voice of Victims

Voice of Victims

Recent Posts

  • ସନ୍ଦିଗ୍ଧ ଫୁଡ୍ ପଏଜନିଂ ଯୋଗୁଁ ବିଏସଏଫର ୭୫ ଯବାନ ହସପିଟାଲରେ ଭର୍ତ୍ତି
  • SI ପେପର ଲିକ୍ ମାମଲାରେ EDର ଆକ୍ସନ୍, ୧୨ଟି ସ୍ଥାନରେ ଚଢ଼ାଉ
  • ବଜ୍ରପାତ ପୂର୍ବରୁ ଆଗୁଆ ସୃୂଚନା, ସତର୍କ କରାଇବ ରାଡାର
  • ଶିବ ମନ୍ଦିର ପୂଜାରୀକୁ ଗୁଳିକରି ହତ୍ୟା, ଅଭିଯୁକ୍ତକୁ ଖୋଜୁଛି ପୋଲିସ
  • ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପୂଜା ଭେଟି, ମିଳିବ ୭୮ ଦିନର ବୋନସ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In