• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନିର୍ବାଚନକୁ ଦୃଷ୍ଟିରେ ରଖି ନକ୍ସଲପ୍ରବଣ ଖୁଡୁକୁ ପଞ୍ଚାୟତରେ ଫ୍ଲାଗମାର୍ଚ୍ଚ

by Voice of Victims
April 27, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ନିର୍ବାଚନକୁ ଦୃଷ୍ଟିରେ ରଖି ନକ୍ସଲପ୍ରବଣ ଖୁଡୁକୁ ପଞ୍ଚାୟତରେ ଫ୍ଲାଗମାର୍ଚ୍ଚ

ଉମରକୋଟ : ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା ପାଇଁ ନକ୍ସଲ ପ୍ରବଣ ଖୁଡୁକୁ ଜିପିରେ ପୁଲିସ ଏବଂ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି।  ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିଛି ସୀମାନ୍ତ ଅଞ୍ଚଳ ପ୍ରବଳ ମାଓ ପ୍ରବଣ ଅଞ୍ଚଳ ଭାବେ ଜଣା ଶୁଣା। ବିଗତ ଦିନରେ ମାଓବାଦୀମାନେ ସୀମାନ୍ତର ଏକ ଥାନାକୁ ଟାର୍ଗେଟ କରି ବୋମା ସାହାଯ୍ ରେ ସମ୍ପୂର୍ଣ ଉଡାଇଦେଇଥିଲେ। ସମ୍ପୂର୍ଣ ଭାବେ ଘନ ଜଙ୍ଗଲରେ ପରିପୂର୍ଣ୍ଣ ତଥା ପଡୋଶୀ ରାଜ୍ୟର ସୀମାନ୍ତ ସହ ଲାଗି ରହିଥିବାରୁ ମାଓବାଦୀଙ୍କ ଚଳପ୍ରଚଳ ରହୁଛି। ରାଜ୍ୟରେ ସାଧାରଣ ନିର୍ବାଚନ ଲାଗି ନବରଙ୍ଗପୁର ଏସପି ରୋହିତ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ଉମରକୋଟ ଏସ୍ଡ଼ିପିଓ ମଧୁ ଶିକ୍ତା ମିଶ୍ରଙ୍କ ତତ୍ତ୍ବାବଧାନରେ କୁନ୍ଦେଇ ଥାନା ଆଇଆଇସି ପ୍ରଶାନ୍ତ କୁମାର ସେଠୀ, ଏକ ପ୍ଲାଟୁନ ପୋଲିସ ଫୋର୍ସ ଓ ସିଆରପିଏଫ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ମିଥିଳେଶ କୁମାର, ସବ ଇନ୍ସପେକ୍ଟର କେ. ଏସ. ମାଥିଉ ଓ ତାଙ୍କ ଏକ ପ୍ଲାଟୁନ ଯବାନଙ୍କ ମିଳିତ ଉଦ୍ୟମରେ ରାଇଘର ବିଡିଓ ଲକ୍ଷୀ ସାଗର ମାଝୀ ଓ ରାଇଘର ଆଡିସିନାଲ ତହସିଲଦାର ସୀମାଞ୍ଚଳ ପାତ୍ରଙ୍କ ଉପସ୍ଥିତିରେ ସୀମାନ୍ତ ଖୁଡୁକୁ ପଞ୍ଚାୟତର ଅତି ସମ୍ବେଦନଶୀଳ ଅଞ୍ଚଳ ଏବଂ ମୁଖ୍ୟ ପଞ୍ଚାୟ ରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ସାଧାରଣ ଜନତାଙ୍କୁ ପୋଲିସ ଉପରେ ବିଶ୍ୱାସ ରଖିବା ପାଇଁ ଏଥିରେ ବାର୍ତ୍ତା ଦିଆଯାଇଛି।

Post Views: 44
Share199Tweet124Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In