• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ବରୀରୁ ଦେବାଶିଷ ନାୟକ, ପୁରୀରୁ ଉମାବଲ୍ଲବ ରଥ

by Voice of Victims
May 5, 2024
in ମୁଖ୍ୟ ଖବର, ରାଜ୍ୟ
ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ବରୀରୁ ଦେବାଶିଷ ନାୟକ, ପୁରୀରୁ ଉମାବଲ୍ଲବ ରଥ

ଭୁବନେଶ୍ବର: ଆଜି କଂଗ୍ରେସ ଓଡିଶାର ବିଧାନସଭାର ପାଞ୍ଚଟି ଆସନରେ ପ୍ରାର୍ଥି ପରିବର୍ତ୍ତନ କରିଛି। ଏଥିସହିତ ଦଳ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ଏ ପର୍ଯ୍ୟନ୍ତ ନୀଳଗିରିର ପ୍ରାର୍ଥୀ ଘୋଷଣା କରି ନ ଥିଲା। ସେହି ଅନୁସାରେ ନୀଳଗିରିର ପ୍ରାର୍ଥୀ ହୋଇଛନ୍ତି ଅକ୍ଷୟ ଆଚାର୍ଯ୍ୟ।  ଏ ନେଇ ଏଆଇସିସି ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ଯେଉଁ ଆସନରେ ପ୍ରାର୍ଥୀ ବଦଳ ହୋଇଛି ତାହା ହେଲା: ଜଳେଶ୍ୱର – ସୁଦର୍ଶନ ଦାସ, ବରୀ – ଦେବାଶିଷ ନାୟକ, ଆଠମଲ୍ଲିକ – ହିମାଂଶୁ ଚାଉଳିଆ, ଆଠଗଡ଼- ସୁଦର୍ଶନ ସାହୁ, ପୁରୀ – ଉମାବଲ୍ଲଭ ରଥ, ନୀଳଗିରି – ଅକ୍ଷୟ ଆଚାର୍ଯ୍ୟ ଗତକାଲି କଂଗ୍ରେସ ପୁରୀ ଲୋକସଭା ଆସନରେ ନୂଆ ପ୍ରାର୍ଥୀ ଦେଇଛି। ସେହି ଅନୁସାରେ ପୁରୀ ଲୋକସଭା ପାଇଁ ନୂଆ ପ୍ରାର୍ଥୀ ହୋଇଛନ୍ତି ଜୟ ନାରାୟଣ ପଟ୍ଟନାୟକ।

Post Views: 36
Tags: Congress changed candidatesDekshisha Naik from Bari
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In