• About Us
  • Contact Us
Thursday, February 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

୨୦୨୪ ସାଧାରଣ ନିର୍ବାଚନ: ପ୍ରକାଶ ପାଇଲା ଏକଜିଟ ପୁଲ ଫଳାଫଳ

by Voice of Victims
June 1, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
୨୦୨୪ ସାଧାରଣ ନିର୍ବାଚନ: ପ୍ରକାଶ ପାଇଲା ଏକଜିଟ ପୁଲ ଫଳାଫଳ

ଭୁବନେଶ୍ଵର: ଦେଶରେ ଆଜି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ କରାଯାଇଛି। ଏହା ସହିତ ଦେଶରେ ୨୦୨୪ ସାଧାରଣ ନିର୍ବାଚନ ଆଜି ଶେଷ ହୋଇଛି। କିନ୍ତୁ ଆଜି ସମସ୍ତ ପର୍ଯ୍ୟାୟର ଭୋଟ ଗ୍ରହଣ ଶେଷ ହେବା ପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ବାରା ଏକଜିଟ ପୁଲ କରାଯାଇଛି। ତେବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ବାରା ଏକଜିଟ ପୁଲ ଅନୁସାରେ ଫଳାଫଳ ହେଲା…..

ଜନ କୀ ବାତ୍ (୫୪୩):

ଏନଡିଏ: ୩୬୨-୩୯୨

ଇଣ୍ଡିଆ: ୧୪୧-୧୬୧

ଅନ୍ୟ: ୧୦-୨୦

ନିୟୁଜ ନେସନ (୫୪୩):

ଏନଡିଏ: ୩୪୨-୩୭୮

ଇଣ୍ଡିଆ: ୧୫୩-୧୬୯

ଅନ୍ୟ: ୨୧-୨୩

ରିପବ୍ଲିକ ଭାରତ-ମାଟ୍ରିଜ (୫୪୩):

ଏନଡିଏ: ୩୫୩-୩୬୮

ଇଣ୍ଡିଆ: ୧୧୮-୧୩୩

ଅନ୍ୟ: ୪୩-୪୮

ଦୈନିକ ଭାସ୍କର (୫୪୩):

ଏନଡିଏ: ୨୮୧-୩୫୦

ଇଣ୍ଡିଆ: ୧୪୫-୨୦୧

ଅନ୍ୟ: ୩୩-୪୯

ଇଣ୍ଡିଆ ନିୟୁଜ-ଡି ଡାଇନାମିକ୍ସ (୫୪୩):

ଏନଡିଏ: ୩୭୧

ଇଣ୍ଡିଆ: ୧୨୫

ଅନ୍ୟ: ୪୭

ଆଜତକ (୫୪୩):

ଏନଡିଏ: ୩୬୧-୪୦୧

ଇଣ୍ଡିଆ: ୧୩୧-୧୬୬

ଅନ୍ୟ: ୦୮-୨୦

ଏବିପି ସିଭୋଟର (୫୪୩/୪୦୨):

ଏନଡିଏ: ୩୫୩-୩୮୩

ଇଣ୍ଡିଆ: ୧୫୨-୧୮୨

ଅନ୍ୟ: ୦୪-୧୨

Post Views: 30
Share199Tweet125Send
Voice of Victims

Voice of Victims

Recent Posts

  • ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ, ସୂଚନା ଦେଲେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ
  • କାଳବୈଶାଖୀ ବର୍ଷାରେ ଭିଜିଲା ଅଧା ଓଡ଼ିଶା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଓଡ଼ିଶା ଭିଜିଲାନ୍ସ ଇତିହାସରେ ସବୁଠାରୁ ବଡ଼ ନଗଦ ଜବତ, ଖଣି ଅଫିସରଙ୍କ ଘରୁ ମିଳିଲା ୪ କୋଟି କ୍ୟାସ୍
  • ଶାରୀରିକ ସମ୍ପର୍କ ପରେ କୁଣ୍ଡଳୀ ମେଳକ ବାହାନା କରି ବିବାହ ମନା କରିବା ଅପରାଧ: ଦିଲ୍ଲୀ ହାଇକୋର୍ଟ
  • ଆଜି ବସିବ ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ, ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଦେବନୀତି କରାଯିବ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In