• About Us
  • Contact Us
Monday, May 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ପୁଣି ଥରେ ଓଡିଶାରେ ସରକାର କରିବେ ନବୀନ ପଟ୍ଟନାୟକ

by Voice of Victims
June 3, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ପୁଣି ଥରେ ଓଡିଶାରେ ସରକାର କରିବେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଓଡିଶାରେ ପୁଣି ଥରେ ନବୀନ ପଟ୍ଟନାୟକ ସରକାର କରିବ। ବହୁ ମତରେ ସେ ଏଥର ବିଧାନସଭାରେ ବିଜୟ ଲାଭ କରିବେ। ଏହିପରି ଏକ ସର୍ଭେ କରିଛି ଭାରତର ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମସ ନାଓ। ଏହି ସଂସ୍ଥାର ସର୍ଭେ ଅନୁସାରେ ବିଜେଡି ପୂର୍ଣ୍ଣ ବହୁମତରୁ ଢେରେ ଆଗରେ ରହିଛି। ଫଳରେ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି ସ୍ପଷ୍ଟ ହୋଇଛି। ଏହି ସର୍ଭେ ଅନୁସାରେ ବିଜେଡି ଓଡିଶା ବିଧାନସଭାର ମୋଟ ୧୪୭ ଆସନରୁ ହାସଲ କରୁଛି ୧୦୦ ରୁ ୧୧୫ ଆସନ। ବର୍ତ୍ତମାନ ବିଜେଡିର ବିଧାନସଭାରେ ୧୧୩ ଜଣ ସଦସ୍ୟ ଅଛନ୍ତି। ତେଣୁ ଆକଳନ ଅନୁସାରେ ବିଜେଡିକୁ ସେହି ସମାନ ସଂଖ୍ୟା କିମ୍ବା ତାହାଠାରୁ ସାମାନ୍ୟ ଅଧିକା ଆସନ ମିଳୁଛି। ସେହିପରି ବିଜେପି ହାସଲ କରୁଛି ମାତ୍ର୩୦ ରୁ ୩୮ ଆସନ। ଅର୍ଥାତ ବର୍ତ୍ତମାନର ସଂଖ୍ୟାଠାରୁ ସାମନ୍ୟ ଅଧିକ। ତେବେ ଏହି ସର୍ଭେ ଅନୁସାରେ କଂଗ୍ରେସର ହାଲତ ପୁରା ଖରାପ ହୋଇଯାଇଛି। ବର୍ତ୍ତମାନ କଂଗ୍ରେସର ୯ ଜଣ ସଦସ୍ୟ ରହିଥିବା ବେଳେ ଏଥର ମିଳିଛି ୧ ରୁ ୨ଟି ଆସନ। ଯାହା ରାଜ୍ୟରେ କଂଗ୍ରେସର ମୁଳପୋଛ ସ୍ଥିତି ଆସିଛି ବୋଲି କହିବାକୁ ହେବ।

Post Views: 39
Share198Tweet124Send
Voice of Victims

Voice of Victims

Recent Posts

  • ଓଡ଼ିଶା ହେବ ଦେଶର ସାଂସ୍କୃତିକ ରାଜଧାନୀ
  • ଜନଗଣନା କାର୍ଯ୍ୟରେ ଦେଶରେ ସବୁଠୁ ଆଗୁଆ ଓଡ଼ିଶା
  • ପଦାରେ ପଡ଼ିଲା AIADMKର ଆଭ୍ୟନ୍ତରୀଣ କନ୍ଦଳ, ପରାଜୟ ପରେ ପଲାନିସ୍ୱାମୀଙ୍କ ଇସ୍ତଫା ଦାବି
  • ଇରାନ ଯୁଦ୍ଧ ମଧ୍ୟରେ ଚୀନ ଗସ୍ତ କରିବେ ଡୋନାଲ୍ଡ ଟ୍ରମ୍ପ
  • ବର୍ଷେ ଯାଏଁ ସୁନା ନ କିଣିବା ପାଇଁ ପରାମର୍ଶ ଦେଲେ ମୋଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In