• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଖୋଲିଲା ରତ୍ନଭଣ୍ଡାର

by Voice of Victims
July 14, 2024
in ମୁଖ୍ୟ ଖବର, ରାଜ୍ୟ
ଖୋଲିଲା ରତ୍ନଭଣ୍ଡାର

ଭୁବନେଶ୍ୱର: ଦୀର୍ଘ ୪୬ ବର୍ଷର ପ୍ରତୀକ୍ଷାର ଅନ୍ତ ହେଲା। ଆଜି ଖୋଲିଲା ରତ୍ନଭଣ୍ଡାର।  ଧାର୍ୟ୍ୟ ଶୁଭ ମୁହୂର୍ତ୍ତ ଅନୁଯାୟୀ ରତ୍ନଭଣ୍ଡାର ଦିନ ୧ଟା ୨୮ ମିନିଟ ରେ ଖୋଲାଯାଇଛି । ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯାଇଥିବା ସୂଚନା ମିଳିଛି ।ବାହାର ରତ୍ନଭଣ୍ଡାର ପରେ ଭିତର ରତ୍ନଭଣ୍ଡାର ଖୋଲାଯିବ । ତେବେ କେବଳ ରତ୍ନଭଣ୍ଡାର ଖୋଲାଯିବାକୁ ଥିବାବେଳେ କୌଣସି ଗଣତି ମଣତି ହେବ ନାହିଁ । ତେବେ ଶେଷ ଖବର ସୁଦ୍ଧା ଏବେ ଭିତର ରତ୍ନଭଣ୍ଡାର ତାଲା ଖୋଲିବାକୁ ଉଦ୍ୟମ ଆରମ୍ଭ ହୋଇଛି । ସ୍ୱତନ୍ତ୍ର ପୋଷାକରେ ଭଣ୍ଡାର ଭିତରକୁ ଯାଇଛନ୍ତି ଟିମ୍ ।

ରତ୍ନଭଣ୍ଡାର ଖୋଲିଯିବା ପରେ ସେଠାରେ ଥିବା ଜିନିଷଗୁଡିକ ବାହାରକୁ ବାହାର କରାଯିବ। ସେଗୁଡିକ ମନ୍ଦିର ଗୋଟିଏ ସ୍ଥାନରେ ରଖାଯିବ। ସେଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ୬ ଟି ସିନ୍ଧୁକ ନିର୍ମାଣ କରାଯାଇଛି। ଶାଗୁଆନ କାଠରେ ଭୁବନେଶ୍ବର ନୟାପଲ୍ଲୀର ଏକ କାରୀଗର ତିଆରି କରିଛନ୍ତି। ଏହାର ଉପରେ ପିତ୍ତଳ ପାତିଆ ଦିଆଯାଇଛି। ଏ ଗୁଡିକ ଭୁବନେଶ୍ବରରୁ ଟ୍ରକରେ ଆସିବା ପରେ ଶ୍ରୀମନ୍ଦିର ଭିତରକୁ ନିଆଯାଇଥିବାର ଜଣାପଡିଛି।

Post Views: 54
Share200Tweet125Send
Voice of Victims

Voice of Victims

Recent Posts

  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା
  • ରାଜ୍ୟରେ ଅସମ୍ଭାଳ ଖରା, ଏବେଠୁ ଅଧିକାଂଶ ସହରରେ ୪୦ ଡିଗ୍ରୀ ଛୁଇଁଲାଣି ତାତି
  • ଅବକାରୀ ବିଭାଗର ନୂଆ ଗାଇଡଲାଇନ, ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ
  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In