• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ମନମୋହନ ସାମଲଙ୍କୁ ମିଳିବ ବଡ ଦାୟିତ୍ବ, ପ୍ରଥମ ଥର ପାଇଁ ହେବେ ଅଧ୍ୟକ୍ଷ

by Voice of Victims
July 18, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ମନମୋହନ ସାମଲଙ୍କୁ ମିଳିବ ବଡ ଦାୟିତ୍ବ, ପ୍ରଥମ ଥର ପାଇଁ ହେବେ ଅଧ୍ୟକ୍ଷ

ଭୁବନେଶ୍ବର: ବିଜେପି ସଭାପତି ତଥା ଦଳର ବରିଷ୍ଠ ନେତା ମନମୋହନ ସାମଲଙ୍କୁ ମିଳିବ ବଡ ଦାୟିତ୍ବ। ସେ ହେବେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହୁଥିବା ବେଳେ ଅନ୍ୟ ଜଣେ ରାଜନେତା ଉପାଧ୍ୟକ୍ଷ ହୋଇଥାନ୍ତି। ହେଲେ ନିୟମ ରହିଛି ଯେ ଯଦି ମୁଖ୍ୟମନ୍ତ୍ରୀ ଚାହିଁବେ ତେବେ ସେ ଅଧ୍ୟକ୍ଷ ନ ରହି ଅନ୍ୟ ଜଣଙ୍କୁ ସେ ଦାୟିତ୍ବ ଦେଇପାରିବେ। ସେହି ଅନୁସାରେ ପ୍ରଥମ ଥର ପାଇଁ ମନମୋହନଙ୍କୁ ବୋର୍ଡର ଉପାଧ୍ୟକ୍ଷ ନୁହେଁ ଅଧ୍ୟକ୍ଷ କରାଯିବ। ଏଥିରେ ମନମୋହନଙ୍କୁ କ୍ୟାବିନେଟ ପ୍ୟାହା ସହିତ ସମସ୍ତ ସରକାରୀ ସୁବିଧା ସୁଯୋଗ ମିଳିବ। ଗତକାଲି ରାଜ୍ୟ ସରକାର ଯୋଜନା ବୋର୍ଡକୁ ଭାଙ୍ଗି ଦେଇଥିଲେ। ଏହି ବୋର୍ଡରେ ଦୀର୍ଘ ବର୍ଷ ଧରି କେହି ହେଲେ ଉପାଧ୍ୟକ୍ଷ ନ ଥିଲେ। ଏପରିକି ବୋର୍ଡର ସଦସ୍ୟ ସଂଖ୍ୟା ମଧ୍ୟ ପୂରଣ କରାଯାଇ ନ ଥିଲା। ଶେଷ ଥର ପାଇଁ ସଂଜୟ ଦାସ ବର୍ମା ବୋର୍ଡର ଉପାଧ୍ୟକ୍ଷ ଥିଲେ।

Post Views: 34
Tags: Manmohan Samal will have a big responsibility
Share199Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In