• About Us
  • Contact Us
Monday, August 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଏୟାରଲାଇନ୍ସ ସର୍ଭରରେ ବୈଷୟିକ ତ୍ରୁଟି ଯୋଗୁଁ ୩ କମ୍ପାନୀର ସେବା ବ୍ୟାହତ

by Voice of Victims
July 19, 2024
in ଦେଶ ବିଦେଶ, ମୁଖ୍ୟ ଖବର
ଏୟାରଲାଇନ୍ସ ସର୍ଭରରେ ବୈଷୟିକ ତ୍ରୁଟି ଯୋଗୁଁ ୩ କମ୍ପାନୀର ସେବା ବ୍ୟାହତ

ନୂଆଦିଲ୍ଲୀ: ବିମାନ ସେବା ଯୋଗାଉଥିବା ତିନୋଟି ବିମାନ କମ୍ପାନୀର ସର୍ଭରଗୁଡ଼ିକ ପ୍ରମୁଖ ବୈଷୟିକ ତ୍ରୁଟିର ସମ୍ମୁଖୀନ ହୋଇଛନ୍ତି। ଇଣ୍ଡିଗୋ, ଆକାଶ ଏୟାର ଏବଂ ସ୍ପାଇସ୍‌ଜେଟ ଏୟାରଲାଇନ୍ସ ସମଗ୍ର ବିଶ୍ୱର ଅନେକ ବିମାନବନ୍ଦରରେ ଓ୍ବେବ୍‌ ଚେକ ଇନ୍‌ରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ଏହାର ଯାତ୍ରୀମାନଙ୍କୁ ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଦିଲ୍ଲୀ ସମେତ ଦେଶର ଅନେକ ବିମାନବନ୍ଦରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଆକାଶ ଏୟାର କହିଛି ଯେ, ଯାତ୍ରୀମାନଙ୍କୁ ବିମାନବନ୍ଦରରେ ମାନୁଆଲ ଚେକ୍‌ ଇନ୍‌ ଏବଂ ବୋର୍ଡିଂ ସୁବିଧା ଯୋଗାଉଛି। ବାସ୍ତବରେ ଇଣ୍ଡିଗୋ, ଆକାଶ ଏୟାର ଏବଂ ସ୍ପାଇସ୍‌ଜେଟ ଚେକ୍‌ ଇନ୍‌ ପାଇଁ ବ୍ୟବହୃତ ସଫ୍ଟଓ୍ବେୟାରରେ  ସମସ୍ୟା ଦେଖାଦେଇଛି। ଏହି ତିନୋଟି ଏୟାରଲାଇନ୍ସର ଚେକ୍‌ ଇନ୍‌ ସିଷ୍ଟମ କାମ କରୁନାହିଁ, ଯେଉଁ କାରଣରୁ ସାରା ଦେଶରେ ବିମାନସେବା ପ୍ରଭାବିତ ହୋଇଛି। ଏହି ତିନୋଟି ବିମାନ ସେବା ଗୋ ନାଓ ଚେକ୍‌ ଇନ୍‌ ସିଷ୍ଟମ ବ୍ୟବହାର କରନ୍ତି, ଯାହା ସକାଳ ୧୦.୪୫ରେ ସାରା ବିଶ୍ୱରେ ବୈଷୟିକ ତ୍ରୁଟି ଅନୁଭବ କରିଥିଲା। ଏହି ସମସ୍ୟାର ସମାଧାନ ପାଇଁ ଏୟାରଲାଇନ୍ସ ମାଇକ୍ରୋସଫ୍ଟ ସହିତ କାର୍ଯ୍ୟ କରୁଛି।

Post Views: 52
Tags: Due to a technical error in the airline server
Share202Tweet126Send
Voice of Victims

Voice of Victims

Recent Posts

  • ରୋଟାରି କ୍ଲବ କଟକ କ୍ୟାଣ୍ଟନମେଣ୍ଟର ୭ମ ଅଧିଷ୍ଠାନ ଦିବସ, ୨୫ ନୂତନ ସଦସ୍ୟଙ୍କୁ ସାମିଲ, ସମାଜସେବାରେ ବହୁମୁଖୀ କାର୍ଯ୍ୟକ୍ରମ
  • 1984 ମସିହା ISc ବ୍ୟାଚର ବନ୍ଧୁ ମିଳନ
  • ବାଲେଶ୍ବରବାସୀଙ୍କ ପାଇଁ ଖୁସିର ଖବର, ଡପ୍ଲର ରାଡାରର କାର୍ଯ୍ୟ ଶେଷ ପର୍ଯ୍ୟାୟରେ
  • କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ; ୧୨୦ ମିଟର ତ୍ରିରଙ୍ଗା ସହ ଗୁଞ୍ଜିଲା ‘ଭାରତ ମାତା କୀ ଜୟ’ ଧ୍ୱନି
  • ୧୩ରେ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In