• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ବସ୍‌ରୁ ଲୁଟି ନେଲେ ୫୦ କେଜି ରୁପା

by Voice of Victims
July 27, 2024
in ମୁଖ୍ୟ ଖବର, ରାଜ୍ୟ
ବସ୍‌ରୁ ଲୁଟି ନେଲେ ୫୦ କେଜି ରୁପା

ଭୁବନେଶ୍ବର: ଜାତୀୟ ରାଜପଥ -୧୬ ବ୍ରହ୍ମପୁର-ଭୁବନେଶ୍ବର ରାସ୍ତାର ଭେଜିପୁଟ ନିକଟରେ ଏକ ଯାତ୍ରୀବାହୀ ବସ୍‌ରୁ ଦୁର୍ବୃତ୍ତମାନେ ୫୦ କେଜି ରୁପା ଲୁଟି ନେଇଛନ୍ତି। ବ୍ରହ୍ମପୁର ଠାରୁ କଲକାତା ଅଭିମୁଖେ ଯାଉଥିବା ଖମ୍ବେଶ୍ବରୀ ବସ୍‌ରୁ ଏହି ଲୁଟ୍ ହୋଇଛି। ମିଥୁନ ମଣ୍ଡଳ ନାମକ ଜଣେ ବ୍ୟବସାୟୀ ୫୦ କେଜି ରୁପା ଧରି ବସ୍‌ରେ କଲକାତା ଯାଉଥିଲେ। ରାତି ପ୍ରାୟ ୧୦ଟା ୩୦ମିନିଟ ସମୟରେ ବସ୍‌ଟି ଜଳଖିଆ ଖାଇବା ପାଇଁ ଭେଜିପୁଟ ଠାରେ ଅଟକିଥିଲା। ଏହି ସମୟରେ ଏକ କାର୍‌ରେ ବସ୍‌ର ପିଛା କରୁଥିବା ୫ଜଣ ଯୁବକ ଭେଜିପୁଟଠାରେ ବସ୍‌ରେ ପ୍ରବେଶ କରି ବ୍ୟବସାୟୀଙ୍କଠାରୁ ଉକ୍ତ ରୁପା ଭର୍ତ୍ତି ଗହଣା ବ୍ୟାଗ ଧରି କାର୍‌ରେ ଚମ୍ପଟ ମାରିଥିଲେ। ଖବର ପାଇ ପୁଲିସ ଉକ୍ତ କାର୍‌ର ପିଛା କରିଥିଲା। ବସ୍‌ ଭିତରୁ ଏଭଳି ରୁପା ଲୁଟ୍ ଆଲୋଡନ ଖେଳାଇଦେଇଛି।

Post Views: 67
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In