• About Us
  • Contact Us
Tuesday, August 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପ୍ୟାରିସ୍ ଅଲିମ୍ପିକ୍ସ 2024: ଫାଇନାଲରେ ପହଞ୍ଚିଲେ ସ୍ଵପ୍ନିଲ କୁସାଲେ

by Voice of Victims
July 31, 2024
in ଦେଶ ବିଦେଶ
ପ୍ୟାରିସ୍ ଅଲିମ୍ପିକ୍ସ 2024: ଫାଇନାଲରେ ପହଞ୍ଚିଲେ ସ୍ଵପ୍ନିଲ କୁସାଲେ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଶୁଟରମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ମନୁ ଭାକର ଏବଂ ସରବଜୋତ ସିଂ ପଦକ ଜିତିବା ପରେ ସ଼୍ବପ୍ନିଲ କୁସାଲେ ୫୦ ମିଟର ୩ ପୋଜିସନର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପଟେ ସ଼୍ବପ୍ନିଲଙ୍କ ସାଥୀ କ୍ରୀଡ଼ାବିତ୍‌ ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର ଟିକେ ଖରାପ ପ୍ରଦର୍ଶନ କରିଛନ୍ତି । ଦୁଇ ରାଉଣ୍ଡ ପର୍ଯ୍ୟନ୍ତ ଫାଇନାଲ ଦୌଡ଼ରେ ରହିବା ପରେ ଐଶ୍ୱର୍ଯ୍ୟ ଷ୍ଟାଣ୍ଡିଂ ସୁଟରେ ଭୁଲ କରିଥିଲେ । ପ୍ରଥମ ଦୁଇ ରାଉଣ୍ଡ ପରେ ଐଶ୍ୱର୍ଯ୍ୟ ପ୍ରତାପ ୮ ନମ୍ବରରେ ରହିଥିଲେ । କିନ୍ତୁ ଯେତେବେଳେ ଷ୍ଟାଣ୍ଡିଂ ସୁଟ ଶେଷ ହେଲା, ସେ ଅଷ୍ଟମରୁ ଏକାଦଶକୁ ଖସିଗଲେ । ପ୍ରଥମ ସିରିଜରେ ଐଶ୍ୱର୍ଯ୍ୟା ପ୍ରତାପ ୧୯୯ ସ୍କୋର କରି ୮ ନମ୍ବରରେ ଥିଲେ। ପ୍ରଥମ ସିରିଜ ପରେ ସ଼୍ବପ୍ନିଲ କୁସାଲେ ୧୧ ନମ୍ବରରେ ଥିଲେ । ସେ ଏହି ରାଉଣ୍ଡରେ ୧୯୭ ସ୍କୋର କରିଥିଲେ। ଏହାପୂର୍ବରୁ ଐଶ୍ୱର୍ଯ୍ୟା ପ୍ରତାପ ଯୋଗ୍ୟତା ପର୍ଯ୍ୟାୟରେ ୧୯୭ ସ୍କୋର କରିଥିଲେ । ଯୋଗ୍ୟତା ପର୍ଯ୍ୟାୟରେ ସ଼୍ବପନିଲ କୁସାଲେ ୧୯୮ ପଏଣ୍ଟ ହାସଲ କରିଛନ୍ତି ।

Post Views: 81
Share199Tweet124Send
Voice of Victims

Voice of Victims

Recent Posts

  • ରୋଟାରି କ୍ଲବ କଟକ କ୍ୟାଣ୍ଟନମେଣ୍ଟର ୭ମ ଅଧିଷ୍ଠାନ ଦିବସ, ୨୫ ନୂତନ ସଦସ୍ୟଙ୍କୁ ସାମିଲ, ସମାଜସେବାରେ ବହୁମୁଖୀ କାର୍ଯ୍ୟକ୍ରମ
  • 1984 ମସିହା ISc ବ୍ୟାଚର ବନ୍ଧୁ ମିଳନ
  • ବାଲେଶ୍ବରବାସୀଙ୍କ ପାଇଁ ଖୁସିର ଖବର, ଡପ୍ଲର ରାଡାରର କାର୍ଯ୍ୟ ଶେଷ ପର୍ଯ୍ୟାୟରେ
  • କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ; ୧୨୦ ମିଟର ତ୍ରିରଙ୍ଗା ସହ ଗୁଞ୍ଜିଲା ‘ଭାରତ ମାତା କୀ ଜୟ’ ଧ୍ୱନି
  • ୧୩ରେ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In