• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଅକ୍ଷୟ କୁମାରଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ଅଭିନେତା ଓ ତାଙ୍କ ପତ୍ନୀ ସୁରକ୍ଷିତ

by Voice of Victims
January 20, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଅକ୍ଷୟ କୁମାରଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ଅଭିନେତା ଓ ତାଙ୍କ ପତ୍ନୀ ସୁରକ୍ଷିତ

ଗତକାଲି ରାତି ପ୍ରାୟ ୯ଟାରେ ଅକ୍ଷୟ କୁମାରଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତାଙ୍କ କାରଟି ଏକ ଅଟୋ ରିକ୍ସା ସହ ଧକ୍କା ହୋଇଥିଲା । ଫଳରେ ଅଟୋ ରିକ୍ସାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଏବଂ ସେଥିରେ ଜଣେ ବ୍ୟକ୍ତି ଫସି ରହିଥିଲେ । ସେହି ସମୟରେ ହୋଇଥିବା ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ।

ଆପଣଙ୍କୁ ଜଣାଇ ରଖୁଛୁ ଯେ, ସେହି ଦୁର୍ଘଟଣା ସମୟରେ ଅକ୍ଷୟ କୁମାରଙ୍କ ସମେତ ତାଙ୍କ ପତ୍ନୀ କାରକେଡ୍ ଆଗରେ ଯାଉଥିଲା । ଅକ୍ଷୟ କୁମାରଙ୍କ କାରଗେଡ୍ ଅଟୋ ରିକ୍ସା ସହିତ ଧକ୍କା ହେବା ପରେ ଅଭିନେତାଙ୍କ ଗାଡ଼ି ମଧ୍ୟ ସାମାନ୍ୟ ଆଘାତ ପାଇଥିଲା । ଏପରି ଘଟଣା ଜୁହୁଠାରେ ଦେଖିବାକୁ ମିଳିଥିଲା । ଦୁର୍ଘଟଣାର ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଟୋ ଚାଳକ ଏବଂ ଅଟୋ ଯାତ୍ରୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି । ଏହି ଦୁର୍ଘଟଣାରେ ଅଟୋ ଡ୍ରାଇଭର ଜଣକ ଆହତ ହୋଇଛନ୍ତି । ସୌଭାଗ୍ୟବଶତଃ ଦୁର୍ଘଟଣାରେ କେହି ମୃତାହତ ହୋଇନାହାଁନ୍ତି, କିନ୍ତୁ ସମସ୍ତ ଯାନବାହନ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ।

ଅନ୍ୟପଟେ ଅକ୍ଷୟ କୁମାରଙ୍କ ଟିମ୍ ଏପର୍ଯ୍ୟନ୍ତ ଏହି ଘଟଣା ସମ୍ପର୍କରେ କୌଣସି ଅଧିକ ସୂଚନା ଜାରି କରିନାହାଁନ୍ତି । ପୋଲିସ ତଦନ୍ତ ପରେ ଦୁର୍ଘଟଣାର କାରଣ ଜଣାପଡିବ । ଏଥିସହିତ ଏହି ଭିଡିଓ ଭାଇରଲ ହେବା ପରେ ଅକ୍ଷୟ କୁମାରଙ୍କ ଫ୍ୟାନ୍ସ ଅଭିନେତାଙ୍କ ପାଇଁ ଚିନ୍ତିତ ଥିଲେ । ହେଲେ ସେମାନଙ୍କ ପ୍ରିୟ ଅଭିନେତା ଏବଂ ତାଙ୍କ ପତ୍ନୀ ସୁରକ୍ଷିତ ଥିବା ଜାଣିବା ପରେ ସମସ୍ତଙ୍କୁ ଆଶ୍ବସ୍ତି ଦେଇଛି ।

Post Views: 48
Share199Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In