• About Us
  • Contact Us
Saturday, February 14, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନକଲି ସୁନା ଦେଇ ଋଣ , ବ୍ୟାଙ୍କ ଅଧିକାରୀ ଦେଲେ ଥାନାରେ ଏତଲା

by Voice of Victims
February 14, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ନକଲି ସୁନା ଦେଇ ଋଣ , ବ୍ୟାଙ୍କ ଅଧିକାରୀ ଦେଲେ ଥାନାରେ ଏତଲା

ବାଲେଶ୍ୱର (ଭିଓଭି)୧୩/୨:- ଗତ ୨୦୨୪ ମସିହାରେ ବାଲେଶ୍ଵର ସହରରେ ଥିବା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ୍ ଶାଖାରୁ ୮୭.୩ ଗ୍ରାମ ଓଜନର ନକଲି ସୁନା ଅଳଙ୍କାର ବଦଳରେ ୪ ଲକ୍ଷ ୪୮ ହଜାର ଟଙ୍କା ଋଣ ନେଇ ବିଶ୍ୱଜିତ ଦାସ ଫେରାର ଥିଲା । ଦୀର୍ଘ ଦିନ ଧରି ଋଣ ନ ସୁଝିବାରୁ ବ୍ୟାଙ୍କ ତରଫରୁ ବାରମ୍ବାର ନୋଟିସ ଦିଆଯାଇଥିଲେ ମଧ୍ୟ ବିଶ୍ଵଜିତ ବ୍ୟାଙ୍କ କୁ ଆସି ନ ଥିଲା ।

ଅଡିଟ ସମୟରେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି । ବ୍ୟାଙ୍କର ବରିଷ୍ଠ ଶାଖା ପରିଚାଳକ ଗତ ଜାନୁଆରୀ ୩୦ ତାରିଖରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯାଞ୍ଚ ପରେ ନକଲି ସୁନା ସହିତ ରୁପା ଥିବାର ମଧ୍ୟ ସୂଚନା ମିଳିଛି ।

Post Views: 44
Share202Tweet126Send
Voice of Victims

Voice of Victims

Recent Posts

  • ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି 
  • ଆସାମ ହାଇୱେରେ ଅବତରଣ କଲା ବାୟୁସେନା ବିମାନ : ମୋଦି ଦେଖିଲେ ଏରିଅଲ ଶୋ, ରାଜପଥରୁ ଉଡ଼ିଲା ରାଫେଲ ଏବଂ ସୁଖୋଇ
  • ମୁମ୍ୱାଇରେ ଭୁଶୁଡ଼ିଲା ମେଟ୍ରୋ ପିଲର୍, ଚାପି ହୋଇ ରହିଛି ଅନେକ ଗାଡ଼ି; ୪ ଆହତ
  • ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର, ରାତି ୧୦ଟାରେ ଉଠିବ ଲିଙ୍ଗରାଜ ପ୍ରଭୁଙ୍କ ମହାଦୀପ
  • କେନ୍ଦୁଝରରେ ହେବ ୧୦୦ କୋଟି ଟଙ୍କାର ଟେକ୍ସଟାଇଲ୍ ପାର୍କ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In