• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପଏଣ୍ଟ ଟେବୁଲ ଶେଷରେ ବେଙ୍ଗାଲୁର ଟିମ୍, ସର୍ବାଧିକ ଛକା ମାରି ରେକର୍ଡ କଲେ ବିରାଟ କୋହଲି  

by Voice of Victims
May 4, 2025
in ଦେଶ ବିଦେଶ, ମୁଖ୍ୟ ଖବର
ପଏଣ୍ଟ ଟେବୁଲ ଶେଷରେ ବେଙ୍ଗାଲୁର ଟିମ୍, ସର୍ବାଧିକ ଛକା ମାରି ରେକର୍ଡ କଲେ ବିରାଟ କୋହଲି  

ନୂଆଦିଲ୍ଲୀ: ଶନିବାର ଦିନ ଇଣ୍ଡିଆନ୍ ପ୍ରିମିୟର ଲିଗରେ ଖେଳାଯାଇଥିବା ମ୍ୟାଚରେ ବେଙ୍ଗାଲୁର ଟିମ୍ ୨ରନରେ ବିଜୟୀ ହୋଇଛି । ଚେନ୍ନାଇକୁ ହରାଇବାରେ ସଫଳ ବେଙ୍ଗାଲୁର ଟିମ୍ । କୋହଲି ସର୍ବାଧିକ ବ୍ୟାଟିଂ କରି ନିଚ ନାମରେ ରେକର୍ଡ କରିଥିଲେ । ସମସ୍ତ ଖେଳାଳୀମାନଙ୍କ ମଧ୍ୟରୁ କୋହଲି ଚମତ୍କାର ପ୍ରଦର୍ଶନ କରିଥିଲେ । ବରାଟ କୋହଲି ୩୩ଟି ବଲରେ ୬୨ଟି ରନ୍ କରିଥିଲେ । କୋହଲି ଏହି ଗ୍ରାଉଣ୍ଡରେ ୩୦୧ଟି ଛକା ମାରିଥିଲେ ।

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପ୍ଲେ ଅଫ୍ ରେ ବେଙ୍ଗାଲୁର ଟିମ୍ । ଚେନ୍ନାଇର ନବମ ପରାଜୟ । ଉତ୍କଣ୍ଠାପୂର୍ଣ୍ଣ ରୋମାଞ୍ଚକର ମ୍ୟାଚରେ ଚେନ୍ନାଇକୁ ୨ ରନରେ ପରାସ୍ତ କରିବା ସହ ପ୍ଲେ ଅଫରେ ନିଜର ସ୍ଥାନ ପକ୍କା କରି ନେଇଚି ବେଙ୍ଗାଲୁର ଟିମ୍ । ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ବି ୨ ରନରେ ପରାସ୍ତ ହୋଇ ଶେଷ ସ୍ଥାନରେ ଅପରିବର୍ତ୍ତିତ ରହିଛି । ପ୍ରଥମେ ବ୍ୟାଟିଂ କରି ଆରସିବି ୨୧୩ ରନ୍ କରିଥିଲା । ୨୧୪ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଚେନ୍ନାଇ ୨୧୧ ରନ କରି ଅଟକି ଯାଇଥିଲା । ଆୟୁଷ ମହାତେ ଓ ରବୀନ୍ଦ୍ର ଜାଡେଜାଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ବେ ବିଜୟ ଠାରୁ ୨ ରନ ପଛରେ ରହି ଯାଇଥିଲା ଚେନ୍ନାଇ । ଏହି ପରାଜୟ ସହ ଚେନ୍ନାଇ ୧୧ ମ୍ୟାଚରୁ ନବମ ପରାଜୟ ବରଣ କରି ପଏଣ୍ଟ ଟେବୁଲର ଶେଷରେ ରହିଛି । ବେଙ୍ଗାଲୁରୁ ୧୧ ମ୍ୟାଚରୁ ୮ ବିଜୟ ସହ ଏପଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି ।

Post Views: 48
Share197Tweet123Send
Voice of Victims

Voice of Victims

Recent Posts

  • ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !
  • ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୭.୪
  • ଆଜିଠାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ, ଇ-ଡିଟେକସନ ବ୍ୟବସ୍ଥାରେ କଟିବ ଚାଲାଣ
  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In