• About Us
  • Contact Us
Saturday, February 21, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର, ୪୮୩ ପଞ୍ଜୀକରଣ

by Voice of Victims
February 21, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର, ୪୮୩ ପଞ୍ଜୀକରଣ

ବାଲେଶ୍ୱର (ଭିଓଭି)୧୯/୨ : – ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ବାଲେଶ୍ଵର ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସହଯୋଗରେ ରେମୁଣା ବ୍ଲକରେ ଚତୁର୍ଦ୍ଦଶ ପର୍ଯ୍ୟାୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସକାଳେ ଶିବିରକୁ ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ବିଡିଓ ସାର୍ଥକ ସୌରଭ ମହାପାତ୍ର ଉଦ୍ଘାଟନ କରିଥିଲେ ।

ଶିବିରରେ ମାନସିକ ଅନଗ୍ରସରତା ବିଭାଗରେ ଡ଼ା. ପ୍ରଦୀପ କୁମାର ନାୟକଙ୍କ , ଅସ୍ଥିଶଲ୍ୟ ବିଭାଗରେ ଡ଼ା. ସୁଦାମ ଚୌଧୁରୀ ଏବଂ ଗୋକୁଳ ଚନ୍ଦ, ଚକ୍ଷୁ ବିଭାଗରେ ଡ଼ା. ସୁଜିତ ନାରାୟଣ ମହାପାତ୍ର ପରୀକ୍ଷା କରାଇଥିଲେ । ଶିବିରକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅମ୍ବିକା ପୃଷ୍ଟିଙ୍କ ସମେତ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ସତ୍ୟନାରାୟଣ ବିଶ୍ଵାଳ, ବରିଷ୍ଠ ରାଜସ୍ବ ସହାୟକ ଉତ୍ତମ କୁମାର ଦେ ଏବଂ ଅନ୍ୟମାନେ ପରିଚାଳନା କରିଥିଲେ । ବ୍ଲକର ସମସ୍ତ କର୍ମଚାରୀ ଏବଂ ଅଙ୍ଗନବାଡ଼ି କର୍ମୀ ସହଯୋଗ କରିଥିଲେ ।

Post Views: 15
Share198Tweet124Send
Voice of Victims

Voice of Victims

Recent Posts

  • ଇସ୍ରାଏଲ ଗସ୍ତରେ ଯିବେ ମୋଦି, ଆଣ୍ଟି-ବାଲାଷ୍ଟିକ୍ ମିସାଇଲ ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ପାଇଁ ହୋଇପାରେ ଚୁକ୍ତି
  • ଆଉ କାଚ ବୋତଲରେ ମିଳିବନି ମଦ, ବ୍ୟବହାର କରାଯିବ ଟେଟ୍ରା ପ୍ୟାକ୍
  • ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଗତ ବର୍ଷ ୧୮ କୋଟି ଟଙ୍କା ଓ ୩ କିଲୋ ସୁନା ସଂଗ୍ରହ, ମୁକ୍ତ ହସ୍ତରେ ଦାନ କରୁଛନ୍ତି ଭକ୍ତ
  • ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର, ୪୮୩ ପଞ୍ଜୀକରଣ
  • ହାଇୱା ଧକ୍କାରେ ମହିଳା ମୃତ୍ୟୁ , ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ରାସ୍ତାରେ ଶବ ରଖି ରାସ୍ତା ରୋକ କଲେ ଗ୍ରାମବାସୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In