• About Us
  • Contact Us
Saturday, April 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି : ଉଜ୍ଜ୍ୱଳା ସବସିଡି ପାଇଁ ୧୨ହଜାର କୋଟି ଟଙ୍କା ମଞ୍ଜୁର

by Voice of Victims
August 9, 2025
in ଦେଶ ବିଦେଶ, ମୁଖ୍ୟ ଖବର
କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି : ଉଜ୍ଜ୍ୱଳା ସବସିଡି ପାଇଁ ୧୨ହଜାର କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟର ବଡ଼ ନିଷ୍ପତ୍ତି । ଉଜ୍ଜ୍ୱଳା ଓ ଏଲପିଜି ସବସିଡି ଜାରି ରଖିଛନ୍ତି ମୋଦୀ ସରକାର । ଗରିବ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଉଜ୍ଜ୍ୱଳା ସବସିଡି ପାଇଁ ୧୨ହଜାର କୋଟି ଟଙ୍କା ମଞ୍ଜୁର କରିଛି କେନ୍ଦ୍ର କ୍ୟାବିନେଟ୍‌ । ସେହିପରି ଏଲପିଜି ସିଲିଣ୍ଡରକୁ ସବସିଡି ଦରରେ ବିକ୍ରି ଯୋଗୁଁ ତୈଳ କମ୍ପାନିକୁ ହେଉଥିବା କ୍ଷତିପୂରଣ ବାବଦକୁ ୩୦ହଜାର କୋଟି ଟଙ୍କା ଯୋଗାଇବେ ସରକାର । 

ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଏହି ସୂଚନା ଦେଇଛନ୍ତି । ସାରା ଦେଶରେ ଗରିବ ପରିବାରର ବୟସ୍କ ମହିଳାଙ୍କୁ ମାଗଣାରେ ଏଲପିଜି ସଂଯୋଗ କରିବା ପାଇଁ ୨୦୧୬ ମେ’ ମାସରେ ପିଏମୟୁୱାଇ ଯୋଜନା ଆରମ୍ଭ ହୋଇଥିଲା । ୨୦୨୫ ଜୁଲାଇ ୧ ତାରିଖ ସୁଦ୍ଧା ଭାରତରେ ପ୍ରାୟ ୧୦.୩୩ କୋଟି ପିଏମୟୁୱାଇ ଅଧୀନରେ ସଂଯୋଗ କରିଛନ୍ତି । 

Post Views: 64
Share198Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In