• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ବିଜେପି ଘୋଷଣା କଲା ବିଧାନସଭା ପ୍ରାର୍ଥୀ ତାଲିକା

by Voice of Victims
April 2, 2024
in ମୁଖ୍ୟ ଖବର, ରାଜ୍ୟ
ବିଜେପି ଘୋଷଣା କଲା ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଅପେକ୍ଷାର ହେଲା ଅନ୍ତ । ଆସିଲା ବିଜେପି ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟରେ ଦଳ ପକ୍ଷରୁ ୧୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ବଳକା ୩୫ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦଳ ଏଥର ପୁଣି ଚାନ୍ଦବାଲିରୁ ପ୍ରାର୍ଥୀ କରିଛି। ତେବେ କିଏ କେଉଁ ବିଧାନସଭା ଆସନରୁ ପ୍ରାର୍ଥୀ ହେଲେ ଜାଣନ୍ତୁ…

ଚାନ୍ଦବାଲି: ମନମୋହନ ସାମଲ, ସମ୍ବଲପୁର: ଜୟନାରାୟଣ ମିଶ୍ର, ତଳସରା: ଭବାନୀଶଙ୍କର ଭୋଇ, ସୁନ୍ଦରଗଡ଼: କୁସୁମ ଟେଟେ, ବୀରମିତ୍ରପୁର: ଶଙ୍କର ଓରାମ
ରଘୁନାଥପାଲୀ: ଦୁର୍ଗାଚରଣ ତନ୍ତୀ, ରାଜଗାଙ୍ଗପୁର: ନରସିଂହ ମିଞ୍ଜ, ବଣାଇ: ସେବତୀ ମିଞ୍ଜ, କୁଚିଣ୍ଡା: ରବିନାରାୟଣ ନାଏକ ରେଙ୍ଗାଲି: ନାଉରୀ ନାଏକ, ରେଢାଖୋଲ: ଦେବେନ୍ଦ୍ର ମହାପାତ୍ରଦେବଗଡ଼ : ସୁବାସ ପାଣିଗ୍ରାହୀ, ଆନନ୍ଦପୁର: ଆଲୋକ ସେଠୀ, କେନ୍ଦୁଝର: ମୋହନ ମାଝୀ, ଯଶୀପୁର:ଗଣେଶରାମ ସିଂ ଖୁଣ୍ଟିଆ, ଉଦଳା: ଭାସ୍କର ମଢେଇ, ବଡ଼ସାହି: ସନାତନ ବିଜଳି, ବାରିପଦା: ପ୍ରକାଶ ସୋରେର୍ନ, ମୋରଡ଼ା:କୃଷ୍ଣଚନ୍ଦ୍ର ମହାପାତ୍ର, ଜଳେଶ୍ୱର: ବ୍ରଜ ପ୍ରଧାନ, ବାଲେଶ୍ୱର: ମାନସ ଦତ୍ତ, ରେମୁଣା: ଗୋବିନ୍ଦ ଦାସ, ସୋର: ରାଜେନ୍ଦ୍ର ଦାସ, ସିମୁଳିଆ: ପଦ୍ମଲୋଚନ ପଣ୍ଡା, ଭଦ୍ରକ: ସୀତାଂଶୁ ଶେଖର ମହାପାତ୍ର ଧାମନଗର: ସୂର୍ଯ୍ୟବଂଶୀ ସୂରଜ, ବିଞ୍ଝାରପୁର: ବବିତା ମଲ୍ଲିକ, ବଡ଼ଚଣା: ଅମର ନାଏକ, ଧର୍ମଶାଳା: ସ୍ମୃତିରେଖା ପହି, ଯାଜପୁର: ଗୌତମ ରାୟ, କୋରେଇ: ଆକାଶ ଦାସନାୟକ, ସୁକିନ୍ଦା: ପ୍ରଦୀପ ବଳସାମନ୍ତ, ଢେଙ୍କାନାଳ: କୃଷ୍ଣଚନ୍ଦ୍ର ପାତ୍ର, କାମାକ୍ଷାନଗର: ଶତୃଘ୍ନ ଜେନା, ପରଜଙ୍ଗ: ବିଭୂତିଭୂଷଣ ପ୍ରଧାନ, ପାଲଲହଡ଼ା: ଅଶୋକ ମହାନ୍ତି, ତାଳଚେର: କାଳନ୍ଦୀ ସାମଲ, ଛେଣ୍ଡିପଦା: ଅଗସ୍ତୀ ବେହେରା, ଆଠମଲ୍ଲିକ: ସଞ୍ଜୀବ ସାହୁ, ବୀରମହାରାଜପୁର:ରଘୁନାଥ ଜଗଦଳା, ସୋନପୁର: ପ୍ରମୋଦ ମହାପାତ୍ର, ଲୋଇସିଂହା: ମୁକେଶ ମହାଲିଙ୍ଗ, ବଲାଙ୍ଗୀର: ଗୋପାଳଜୀ ପାଣିଗ୍ରାହୀ, ଟିଟିଲାଗଡ଼: ନବୀନ ଜୈନ, କଣ୍ଟାବାଞ୍ଜି: ଲକ୍ଷ୍ମଣ ବାଗ, ନୂଆପଡ଼ା: ଅଭିନନ୍ଦନ ପଣ୍ଡା, ଖଡ଼ିଆଳ: ହିତେଶ ବଗର୍ତ୍ତୀ, ଉମରକୋଟ: ନିତ୍ୟାନନ୍ଦ ପଣ୍ଡା, ନବରଙ୍ଗପୁର: ଗୌରୀଶଙ୍କର ମାଝୀ, ଲାଞ୍ଜିଗଡ଼: ରମେଶ ମାଝୀ, ଜୁନାଗଡ଼: ମନୋଜ ମେହେର, ଧର୍ମଗଡ଼: ସୁଧୀର, ପାଟ୍ଟଯୋଶୀ, ପାଟଣାଗଡ଼: କନକବର୍ଦ୍ଧନ ସିଂହଦେଓ, ଭବାନୀପାଟଣା: ପ୍ରଦୀପ୍ତ ନାଏକ, ଜୁନାଗଡ଼: ମନୋଜ ମେହେର, ଧର୍ମଗଡ଼: ସୁଧୀର ପାଟ୍ଟଯୋଶୀ ପାଟଣାଗଡ଼: କନକବର୍ଦ୍ଧନ ସିଂହଦେଓ, ଭବାନୀପାଟଣା: ପ୍ରଦୀପ୍ତ ନାଏକ, ନର୍ଲା:ଅନିରୁଦ୍ଧ ପ୍ରଧାନ, ବାଲିଗୁଡ଼ା: କଳ୍ପନା କହଁର, ଜି.ଉଦୟଗିରି: ମାନଗୋବିନ୍ଦ ପ୍ରଧାନ, ଫୁଲବାଣୀ: ଉମାଚରଣ ମଲ୍ଲିକ, କଣ୍ଟାମାଳ:କହ୍ନେଇଚରଣ ଡାଙ୍ଗ, ବୌଦ୍ଧ: ସରୋଜ ପ୍ରଧାନ, ବଡ଼ମ୍ବା: ସମ୍ବିତ ତ୍ରିପାଠୀ, ବାଙ୍କୀ: ତୁଷାରକାନ୍ତ ଚକ୍ରବର୍ତ୍ତୀ, ଆଠଗଡ଼: ଅଭୟ ବାରିକ, ଚୌଦ୍ୱାର: ନୟନ କିଶୋର ମହାନ୍ତି, ନିଆଳି: ଛବି ମଲ୍ଲିକ, କଟକ ସଦର: ପ୍ରକାଶ ସେଠୀ, ମାହାଙ୍ଗା: ସୁମନ୍ତ ଘଡେ଼ଇ, ପାଟକୁରା: ତେଜେଶ୍ୱର ପରିଡ଼ା, ଆଳି: କୃଷ୍ଣଚନ୍ଦ୍ର ପଣ୍ଡା, ମହାକାଳପଡ଼ା: ଦୁର୍ଗାପ୍ରସନ୍ନ ନାୟକ, ପାରାଦ୍ୱୀପ: ସମ୍ପଦ ସ୍ୱାଇଁ, ତିର୍ତ୍ତୋଲ: ରାଜକିଶୋର ବେହେରା, ନିମାପଡ଼ା: ପ୍ରଭାତି ପରିଡ଼ା, ପୁରୀ: ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରି: ଉପାସନା ମହାପାତ୍ର, ସତ୍ୟବାଦୀ: ଓମ ପ୍ରକାଶ ମିଶ୍ର, ପିପିଲି: ଆଶ୍ରିତ ପଟ୍ଟନାୟକ, ଜୟଦେବ: ଅରବିନ୍ଦ ଢାଲି, ଭୁବନେଶ୍ୱର ମଧ୍ୟ: ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଉତ୍ତର: ପ୍ରିୟଦର୍ଶୀ ମିଶ୍ର, ଏକାମ୍ର: ବାବୁ ସିଂହ, ଜଟଣୀ: ବିଶ୍ୱରଞ୍ଜନ ବଡ଼ଜେନା, ଚିଲିକା: ପଥ୍ୱୀରାଜ ହରିଚନ୍ଦନ, ରଣପୁର: ତାପସ ମାର୍ଥା, ଖଣ୍ଡପଡ଼ା: ଦୁଷ୍ମନ୍ତ ସ୍ୱାଇଁ, ଦଶପଲ୍ଲା: ରାଘବ ମଲ୍ଲିକ, ପୋଲସରା: ଗୋକୁଳାନନ୍ଦ ମଲ୍ଲିକ, କବିସୂର୍ଯ୍ୟନଗର: ପ୍ରତାପ ନାଏକ, ଖଲ୍ଲିକୋଟ: ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର: କୃଷ୍ଣଚନ୍ଦ୍ର ନାୟକ, ଆସିକା: ସରୋଜ ପାଢୀ, ସୋରଡ଼ା: ନୀଳମଣି ବିଷୋୟୀ, ହିଞ୍ଜିଳି: ଶିଶିର ମିଶ୍ର, ଗୋପାଳପୁର: ବିଭୂତି ଜେନା, ବ୍ରହ୍ମପୁର: କେ. ଅନିଲ କୁମାର, ଦିଗପହଣ୍ଡି: ସିଦ୍ଧାନ୍ତ ମହାପାତ୍ର, ବ୍ରଜରାଜନଗର: ସୁରେଶ ପୂଜାରୀ, ପଦ୍ମପୁର: ଗୋବର୍ନ୍ଧନ ଭୁଏ, ବିଜେପୁର: ସନତ ଗଡ଼ତିଆ, ବରଗଡ଼: ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା: ନିହାର ମହାନନ୍ଦ, ଭଟଲୀ:ଈରାଶିଷ ଆଚାର୍ଯ୍ୟ, ଝାରସୁଗୁଡ଼ା: ଟଙ୍କଧର ତ୍ରିପାଠୀ, ଚିକିଟି: ମନୋରଞ୍ଜନ ଦୟାନ ସାମନ୍ତରାୟ, ପାରଳାଖେମୁଣ୍ଡି: କେ.ନାରାୟଣ ରାଓ, ଗୁଣପୁର:, ତ୍ରିନାଥ ଗୋମାଙ୍ଗୋ, କୋରାପୁଟ:ରଘୁରାମ ମଚ୍ଛା, ପଟାଙ୍ଗୀ: ଚୈତନ୍ୟ ହନ୍ତାଳ, ମାଲକାନଗିରି: ନରସିଂହ ମାଡକାମୀ।

Post Views: 30
Share204Tweet127Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In