• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

୭୫ଟି ଜିଲ୍ଲାରେ ହେବ ବ୍ଲାକ୍ଆଉଟ୍, ବାଜିବ ସାଇରନ୍

by Voice of Victims
January 23, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
୭୫ଟି ଜିଲ୍ଲାରେ ହେବ ବ୍ଲାକ୍ଆଉଟ୍, ବାଜିବ ସାଇରନ୍

ଉତ୍ତରପ୍ରଦେଶ : ଜରୁରୀକାଳୀନ ପରିସ୍ଥିତି ପାଇଁ ଆଜି ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାରେ ମକ୍ ଡ୍ରିଲ୍ କରାଯିବ । ସନ୍ଧ୍ୟା ୬ଟା ସମୟରେ ପୁରା ଉତ୍ତରପ୍ରଦେଶର ୭୫ଟି ଜିଲ୍ଲାରେ ଏକାକାଳୀନ ବ୍ଲାକ୍ଆଉଟ୍  ମକ୍ ଡ୍ରିଲ୍ କରାଯାଉଛି । ଯାହା ୧୦ ମିନିଟ୍ ପାଇଁ କାର୍ଯ୍ୟକାରୀ ହେବ । ଏହି ସମୟରେ ରାଜଧାନୀ ଲକ୍ଷ୍ନୌ ସମେତ ରାଜ୍ୟବ୍ୟାପୀ ସାଇରନ୍ ବାଜିବ ଏବଂ ବିଦ୍ୟୁତ୍ ଯୋଗାଣ ଅସ୍ଥାୟୀ ଭାବରେ ବନ୍ଦ ରହିବ ।

ଏହି ମକଡ୍ରିଲ ବାୟୁସେନା ଆକ୍ରମଣର ପ୍ରସ୍ତୁତି କରାଯାଉଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ହୋଇଥିବା ଅଭ୍ୟାସରେ ସିଭିଲ୍ ଡିଫେନ୍ସ, ପୋଲିସ, SDRF, NDRF, ଫାୟାର ବ୍ରିଗେଡ୍ ଏବଂ ସ୍ବାସ୍ଥ୍ୟ ବିଭାଗ ଟିମରେ ସଂଯୁକ୍ତ ଭାବେ ସାମିଲ ହେବେ । ଜିଲ୍ଲା ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ବ୍ଲାକ୍ଆଉଟ୍ ଅଭ୍ୟାସ ସହିତ ଜରୁରୀକାଳୀନ ଉଦ୍ଧାର ପ୍ରକ୍ରିୟା ମଧ୍ୟ ପ୍ରଦର୍ଶନ କରାଯିବ ।

ଆପଣଙ୍କୁ ଜଣାଇ ରଖୁଛୁ ଯେ, ବ୍ଲାକ୍ଆଉଟ୍ ସମୟରେ ଘରେ ରୁହନ୍ତୁ ଏବଂ ସମସ୍ତ ଲାଇଟ୍ ବନ୍ଦ କରନ୍ତୁ ମୋବାଇଲ୍ ଫୋନ୍, ଟର୍ଚ୍ଚ ଏବଂ ଟର୍ଚ୍ଚଲାଇଟ୍ ବ୍ୟବହାର କରନ୍ତୁ ନାହିଁ । ବିନା କାରଣରେ ବାହାରକୁ ଯାଆନ୍ତୁ ନାହିଁ ଏବଂ ଶାନ୍ତ ରୁହନ୍ତୁ । ଧୂମପାନ ପରିହାର କରନ୍ତୁ । ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ।

ଅନ୍ୟପଟେ କେବଳ ଏକ ମକ୍ ଡ୍ରିଲ୍ ପ୍ରକୃତ ଜରୁରୀକାଳୀନ ପରିସ୍ଥିତି ନୁହେଁ ବୋଲି ସ୍ପଷ୍ଟ କରିଛି ପ୍ରଶାସନ । ଭବିଷ୍ୟତରେ ପ୍ରକୃତ ସଙ୍କଟ ସମୟରେ ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନାଗରିକମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।

Post Views: 21
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In