ନୟାଗଡ -17/25: ଆଜି ନୟାଗଡ ରେ CSC ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ 30ୟୁନିଟ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଜ଼ିଲ୍ଲାର ପ୍ରାୟ 100ରୁ ଉର୍ଦ୍ଧ VLE ଯୋଗଦେଇଥିଲେ I

ନୟାଗଡ CSC DM ସୁବାଷ ଚନ୍ଦ୍ର ପରିଡା,ସମାଜ ସେବୀ ଦାମ ସାର ଓ ସନ୍ତୋଷ ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l
