• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବିଏସକେଓ୍ବାଇ ଚାଲୁ ଅଛି, ଚିକିତ୍ସାରେ ଅବହେଳା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ମୁଖ୍ୟ ଶାସନ ସଚିବ

by Voice of Victims
June 6, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବିଏସକେଓ୍ବାଇ ଚାଲୁ ଅଛି, ଚିକିତ୍ସାରେ ଅବହେଳା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ଵର: ରାଜ୍ୟରେ ବିଜେଡ଼ି ସରକାର ଆଉ ନାହିଁ। ନବୀନ ପଟ୍ଟନାୟକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଚଳିତ ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଛି। ତେବେ ରାଜ୍ୟରୁ ବିଜେଡ଼ି ସରକାରର ପତନ ପରେ ଲୋକମାନଙ୍କ ମଧ୍ୟରେ ଅନେକ ଆଶଙ୍କା ଦେଖାଦେଇଛି। ବିଜେଡ଼ି ସରକାର ଦ୍ଵାରା ଲାଗୁ ହୋଇଥିବା ଯୋଜନା ଗୁଡିକ ବନ୍ଦ ହୋଇଯିବ ବୋଲି ଲୋକଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି। ଏହିକ୍ରମରେ ରାଜ୍ୟରେ ପ୍ରଚଳିତ ଲୋକପ୍ରିୟ ଯୋଜନା ମଧ୍ୟରୁ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ୟତମ। ଏହି ଯୋଜନା ମଧ୍ୟ ବନ୍ଦ ହୋଇଯାଇଥିବା ଗୁଜବ ସୃଷ୍ଟି ହୋଇଛି, ଯାହାକୁ ନେଇ ରୋଗୀ ଏବଂ ତାଙ୍କ ପରିବାର ଉପରେ ଆତଙ୍କ ଖେଳିଯାଇଛି। ତେବେ ଏହାକୁ ନେଇ ଉପୁଜିଥିବା ଦ୍ଵନ୍ଦ୍ଵକୁ ରାଜ୍ୟର ମୁଖ୍ୟ ଶାସନ ସଚିବ ସମାଧାନ କରିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅନୁଯାୟୀ, ରାଜ୍ୟରେ ଏପର୍ଯ୍ୟନ୍ତ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜାରି ରହିଛି। ନୂଆ ଯୋଜନା ଲାଗୁ ହେବା ପର୍ଯ୍ୟନ୍ତ ଏହି ଯୋଜନା ବଳବତ୍ତର ରହିବ। ବିଏସକେୱାଇ ରେ ପଞ୍ଜୀକୃତ ହୋଇଥିବା ହସ୍ପିଟାଲଗୁଡିକ ଉକ୍ତ ଯୋଜନାରେ ମିଳୁଥିବା ସମସ୍ତ ସ୍ୱାସ୍ଥ୍ୟ ସେବା ଜାରି ରଖିବେ। ଯଦି କୌଣସି ହସ୍ପିଟାଲ ସ୍ୱାସ୍ଥ୍ୟ ସେବାରେ ଅବହେଳା କରନ୍ତି, ତେବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

Post Views: 42
Tags: BSKOBI in progress
Share201Tweet126Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In