କଣ୍ଟାମାଳ: ୫୭ ନମ୍ବର ଜାତୀୟ ରାଜପଧ କଡ଼ରେ ଥିବା ଘର ସମ୍ମୁଖରେ ପିଟି ହେଲା ଯାତ୍ରୀବାହି ବସ୍ । ମନମୁଣ୍ଡା ଥାନା ବାସୁଦେବପାଲି ଠାରେ ଦୁର୍ଘଟଣା । ଜୟ ଭୋଲେ ନାମକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ବସ୍ ରେ ଥିବା ସମସ୍ତ ଯାତ୍ରୀ । ଭୁବନେଶ୍ୱରରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା ବସ୍। ବସ୍ ରେ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ସୂଚନା ।
