ବିଶେଷ ପୃଷ୍ଠା

ଟିଏମସି ବିରୋଧରେ ବିଜ୍ଞାପନ ମାମଲାରେ ବିଜେପିକୁ ଝଟକା: ଆବେଦନ ଶୁଣିବାକୁ ମନା କଲେ ସୁପ୍ରିମକୋର୍ଟ

ଟିଏମସି ବିରୋଧରେ ବିଜ୍ଞାପନ ମାମଲାରେ ବିଜେପିକୁ ଝଟକା: ଆବେଦନ ଶୁଣିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଟିଏମସି ବିରୋଧରେ ବିଜ୍ଞାପନ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ପ୍ରକାଶ ଯେ, ଟିଏମସି ବିରୋଧରେ କଲିକତା ହାଇକୋର୍ଟ ବିଜେପିର ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଟିଏମସି ବିରୋଧରେ ବିଜେପିର ବିଜ୍ଞାପନକୁ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ...

Read more

କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ଦମଦାର ପ୍ରଚାର

କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ଦମଦାର ପ୍ରଚାର

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡାରେ ଦମଦାର ପ୍ରଚାର କରିଛନ୍ତି। ସେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଜନସମାଜକୁ ନିବେଦନ କରିଛନ୍ତି। ତେବେ ଏହି ସଭାରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କେନ୍ଦ୍ରାପଡାର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ...

Read more

ପଞ୍ଜାବକୁ ଏଟିଏମ ମେସିନ କରିଛନ୍ତି କେଜ୍ରିୱାଲ: ଅମିତ ଶାହା

ପଞ୍ଜାବକୁ ଏଟିଏମ ମେସିନ କରିଛନ୍ତି କେଜ୍ରିୱାଲ: ଅମିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଦିନ ପଞ୍ଜାବର ଲୁଧିଆନାରେ ପହଞ୍ଚି ଲୋକସଭା ନିର୍ବାଚନରେ ​​ପ୍ରଚାର କରିଥିଲେ। ଏହି ସମୟରେ ଅମିତ ଶାହା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଏକ ବଡ...

Read more

ଶେଷ ପର୍ଯ୍ୟାୟ ନିର୍ବାଚନ: ତିନି ଦଳର ଆପ୍ରାଣ ପ୍ରଚେଷ୍ଟା

ଶେଷ ପର୍ଯ୍ୟାୟ ନିର୍ବାଚନ: ତିନି ଦଳର ଆପ୍ରାଣ ପ୍ରଚେଷ୍ଟା

ଭୁବନେଶ୍ବର: ଓଡିଶାର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଶେଷ ଉଦ୍ୟମ ଜାରୀ ରଖିଛନ୍ତି। ଆସନ୍ତା ଜୁନ ଏକ ତାରିଖରେ ଓଡିଶାର ଛଅଟି ଲୋକସଭା ଆସନ ଏବଂ ଏହାର ବିଧାନସଭା ଆସନରେ ନିର୍ବାଚନ ହେବ। ସେଗୁଡିକ ହେଲା ବାଲେଶ୍ବର,...

Read more

ଭାରତୀୟ ନମ୍ବର ସହିତ ଆସୁଥିବା ଅନ୍ତର୍ଜାତୀୟ ଜାଲ୍ କଲ୍ ରୋକିବାକୁ ସରକାରଙ୍କ ନିର୍ଦ୍ଦେଶନାମା ଜାରି

ଭାରତୀୟ ନମ୍ବର ସହିତ ଆସୁଥିବା ଅନ୍ତର୍ଜାତୀୟ ଜାଲ୍ କଲ୍ ରୋକିବାକୁ ସରକାରଙ୍କ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ: ସାଇବର ଠକମାନେ ଏବେ ଭାରତୀୟ ନାଗରିକମାନଙ୍କୁ ଜାଲ୍ ନାମରେ ଅନ୍ତର୍ଜାତୀୟ କଲ୍ କରି ସାଇବର ଅପରାଧ କରୁଛନ୍ତି। ଏହି ଠକମାନେ ଭାରତୀୟ ନମ୍ବର ପ୍ରଦର୍ଶନ କରୁଥିବା ଜାଲ୍ ନାମରେ କଲ୍ କରି ସାଇବର ଅପରାଧ କରିବା ସହ ଆର୍ଥିକ ଠକେଇ...

Read more

ଇତିହାସ ରଚିଲା ଅନନ୍ତନାଗ–ରାଜୌରୀ ସଂସଦୀୟ କ୍ଷେତ୍ର: ବିଗତ ୩୫ ବର୍ଷ ଭିତରେ ସର୍ବାଧିକ ମତଦାନ

ଇତିହାସ ରଚିଲା ଅନନ୍ତନାଗ–ରାଜୌରୀ ସଂସଦୀୟ କ୍ଷେତ୍ର: ବିଗତ ୩୫ ବର୍ଷ ଭିତରେ ସର୍ବାଧିକ ମତଦାନ

ନୂଆଦିଲ୍ଲୀ: କେନ୍ଦ୍ରଶାସିତ କ୍ଷେତ୍ର ଜାମ୍ମୁ ଓ କାଶ୍ମୀରର ଶ୍ରୀନଗର ଏବଂ ବାରାମୁଳାରେ ରେକର୍ଡ ପରିମାଣର ମତଦାନ ପରେ ଏବେ ଅନନ୍ତନାଗ–ରାଜୌରୀ ସଂସଦୀୟ କ୍ଷେତ୍ର (ପିସି)ରେ ମଧ୍ୟ ମତଦାତାମାନେ ରେକର୍ଡ ସଂଖ୍ୟାରେ ମତାଧିକାର ସାବ୍ୟସ୍ତ କରି ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।...

Read more

ପ୍ରଶାନ୍ତ ଜଗଦ୍ଦେବ ଗିରଫ, ବୁଥ ଭିତରେ ଭଙ୍ଗାରୁଜା ଅଭିଯୋଗରେ ଗଲେ ଜେଲ

ପ୍ରଶାନ୍ତ ଜଗଦ୍ଦେବ ଗିରଫ, ବୁଥ ଭିତରେ ଭଙ୍ଗାରୁଜା ଅଭିଯୋଗରେ ଗଲେ ଜେଲ

ଭୁବନେଶ୍ବର: ଶନିବାର ବିଳମ୍ବିତ ରାତିରେ ଗିରଫ ହୋଇଛନ୍ତି ଚିଲିକା ବିଧାୟକ ତଥା ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ। ଗତକାଲି ସେ ବେଗୁନିଆରେ ଭୋଟ ଦେବା ବେଳେ ବୁଥ ଭିତରେ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଛି। ଫଳରେ ସେତେବେଳେ ପୋଲିସ...

Read more

ସମସ୍ତ ସମ୍ପୂର୍ଣ୍ଣ ପର୍ଯ୍ୟାୟ ପାଇଁ ଭୋଟର ସଂଖ୍ୟା ଜାରି କଲେ ନିର୍ବାଚନ କମିଶନ

ସମସ୍ତ ସମ୍ପୂର୍ଣ୍ଣ ପର୍ଯ୍ୟାୟ ପାଇଁ ଭୋଟର ସଂଖ୍ୟା ଜାରି କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ମତଦାନ ତଥ୍ୟ ପ୍ରକାଶ ପ୍ରକ୍ରିୟା ଉପରେ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ମନ୍ତବ୍ୟ ଏବଂ ରାୟ ଦ୍ୱାରା ଆୟୋଗ ଯଥେଷ୍ଟ ସୁଦୃଢ଼ ଅନୁଭବ କରୁଛନ୍ତି। ଏହା ଦ୍ୱାରା ନିର୍ବାଚନୀ ଗଣତନ୍ତ୍ରର ଉଦ୍ଦେଶ୍ୟକୁ ନିରବଚ୍ଛିନ୍ନ ସମାଧାନ ସହ ସେବା...

Read more

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ଏଥର ମଧ୍ୟ ବାଜି ମାରିଲେ ଛାତ୍ରୀ

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ଏଥର ମଧ୍ୟ ବାଜି ମାରିଲେ ଛାତ୍ରୀ

ଭୁବନେଶ୍ଵର: ରବିବାର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତବର୍ଷ ପାସ୍‌ ହାର ୯୬.୦୭% ରହିଛି। ଏଥର ମଧ୍ୟ ଛାତ୍ରୀମାନେ ବାଜି ମାରିଛନ୍ତି। ଏଥର ଛାତ୍ରୀଙ୍କ ପାସ୍‌ ହାର ୯୬.୭୩% ରହିଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ୯୫.୩୯% ରହିଛି। ଖୋର୍ଦ୍ଧା...

Read more

ଦିଲ୍ଲୀର ଶିଶୁ ଯତ୍ନ କେନ୍ଦ୍ରରେ ଭୟାଭୟ ଅଗ୍ନିକାଣ୍ଡ: ୭ ନବଜାତ ଶିଶୁ ମୃତ

ଦିଲ୍ଲୀର ଶିଶୁ ଯତ୍ନ କେନ୍ଦ୍ରରେ ଭୟାଭୟ ଅଗ୍ନିକାଣ୍ଡ: ୭ ନବଜାତ ଶିଶୁ ମୃତ

ନୂଆଦିଲ୍ଲୀ: ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀର ଏକ ଶିଶୁ ଡାକ୍ତରଖାନାରେ ଅଗ୍ନିକାଣ୍ଡରେ ୭ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି। ଅଗ୍ନିଶମ ବିଭାଗର ସୂଚନାନୁସାରେ, ଏହି ଦୁଃଖଦ ଦୁର୍ଘଟଣାରେ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା, ସେଥିମଧ୍ୟରୁ ୭ ଜଣଙ୍କର ମୃତ୍ୟୁ...

Read more
Page 114 of 177 1 113 114 115 177

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.