ବିଶେଷ ପୃଷ୍ଠା

ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ପୋଲିସ ପ୍ରଶାସନ ତରଫରୁ ପଡୋଶୀ ରାଜ୍ୟ ପୋଲିସ ସହ ଘନ ଘନ ବୈଠକ

ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ପୋଲିସ ପ୍ରଶାସନ ତରଫରୁ ପଡୋଶୀ ରାଜ୍ୟ ପୋଲିସ ସହ ଘନ ଘନ ବୈଠକ

ଉମରକୋଟ : ନିର୍ବାଚନକୁ ଶୃଙ୍ଖଳିତ ସହ ପରିଚାଳନା କରିବା ପାଇଁ ପ୍ରଶାସନିକସ୍ତର ରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ଅବାଧ ଭାବେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଉମରକୋଟ ଓ ଝରିଗାଁ ନିର୍ବାଚନୀ ମଣ୍ଡଳୀରେ ପୋଲିସର ତତ୍ପରତା ଦେଖିବାକୁ ମିଳିଛି ।...

Read more

ସହିଦ ଦିବସରେ ଅଣଦେଖା ବ୍ରହ୍ମଗିରିର ସହିଦ ସ୍ତମ୍ଭ

ସହିଦ ଦିବସରେ ଅଣଦେଖା ବ୍ରହ୍ମଗିରିର ସହିଦ ସ୍ତମ୍ଭ

ବ୍ରହ୍ମଗିରି(ଭିଓଭି): ଚତୁଃପାଶ୍ୱର୍ରେ ଆବର୍ଜନା ପୂର୍ଣ୍ଣ ପରିବେଶରେ ଅବହେଳିତ ଅଣଦେଖା ଅବସ୍ଥାରେ ରହିଛି ବ୍ରହ୍ମଗିରି ବ୍ଲକ୍ ପରିସରରେ ଥିବା ସହିଦ ସ୍ତମ୍ଭଟି । ବ୍ଲକ ପରିସରରେ ଉନ୍ନୟନ କାର୍ଯ୍ୟ ଏବଂ ପାଚେରୀ ନିର୍ମାଣରେ ସ୍ତମ୍ଭର ଅଧା ଭାଗ ପୋତି ହୋଇପଡିଛି । ସାରା...

Read more

ଆହ୍ଲାବାଦ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି: ରଦ୍ଦ ହେଲା ୟୁପି ମଦରସା ବୋର୍ଡ ଆକ୍ଟ-୨୦୦୪

ଆହ୍ଲାବାଦ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି: ରଦ୍ଦ ହେଲା ୟୁପି ମଦରସା ବୋର୍ଡ ଆକ୍ଟ-୨୦୦୪

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ୟୁପି ବୋର୍ଡ ଅଫ୍ ମଦରସା ଶିକ୍ଷା ଆଇନ-୨୦୦୪କୁ ଅସାମ୍ବିଧାନିକ ଘୋଷଣା କରିଛି। କୋର୍ଟ କହିଛନ୍ତି ଯେ, ଏହି କାର୍ଯ୍ୟ ଧର୍ମନିରପେକ୍ଷତାର ନୀତି ବିରୁଦ୍ଧ ଅଟେ। ମଦରସାରେ ପଢୁଥିବା ଛାତ୍ରମାନଙ୍କୁ ମୌଳିକ ଶିକ୍ଷା ବ୍ୟବସ୍ଥାରେ ରହିବା...

Read more

ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଭର୍ତ୍ତୃହରି ମହତାବ

ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଭର୍ତ୍ତୃହରି ମହତାବ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ଦଳର ବରିଷ୍ଠ ନେତା ତଥା ସାଂସଦ ଭର୍ତ୍ତୃହରି ମହତାବ। ଆଜି କଟକରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ତାଙ୍କର ଇସ୍ତଫା ସଂପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆଜି...

Read more

ଓଡ଼ିଶା ସମେତ ୪ ରାଜ୍ୟରେ ୮ ପୁଲିସ ଅଧିକାରୀ ଓ ୫ ଜିଲ୍ଲାପାଳଙ୍କୁ ବଦଳି କଲେ ନିର୍ବାଚନ ଆୟୋଗ

ଓଡ଼ିଶା ସମେତ ୪ ରାଜ୍ୟରେ ୮ ପୁଲିସ ଅଧିକାରୀ ଓ ୫ ଜିଲ୍ଲାପାଳଙ୍କୁ ବଦଳି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନ ୨୦୨୪ରେ ସମାନ ସୁଯୋଗ ପାଇଁ ନିଜ ପ୍ରତିବଦ୍ଧତାକୁ କାର୍ଯ୍ୟକାରୀ କରି ନିର୍ବାଚନ ଆୟୋଗ ଆଜି ଓଡ଼ିଶା ସମେତ ୪ ରାଜ୍ୟରେ ୮ ପୁଲିସ ଅଧିକାରୀ ଓ ୫ ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି। ଗୁଜରାଟ, ପଞ୍ଜାବ, ଓଡ଼ିଶା ଓ...

Read more

ନିର୍ବାଚନୀ ଚାନ୍ଦାର ତଥ୍ୟ ସାର୍ବଜନୀନ କଲା ନିର୍ବାଚନ ଆୟୋଗ, ୱେବସାଇଟରେ ପୋଷ୍ଟ ହେଲା ସୂଚନା

ନିର୍ବାଚନୀ ଚାନ୍ଦାର ତଥ୍ୟ ସାର୍ବଜନୀନ କଲା ନିର୍ବାଚନ ଆୟୋଗ, ୱେବସାଇଟରେ ପୋଷ୍ଟ ହେଲା ସୂଚନା

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ପାଳନ କରି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ନିର୍ବାଚନୀ ବଣ୍ଡ୍‌ ସଂକ୍ରାନ୍ତ ତଥ୍ୟକୁ ଆଜି ଭାରତୀୟ ନିର୍ବାଚନ ଆୟୋଗ ‘‘ଯଥା ସ୍ଥିତି’’ ନିଜ ୱେବସାଇଟ୍‌ରେ ଅପଲୋଡ୍‌ କରିଛନ୍ତି । ଏସବିଆଇ ଠାରୁ ମିଳିଥିବା ତଥ୍ୟ...

Read more

୨୦୨୪ ନିର୍ବାଚନୀ ପ୍ରସ୍ତୁତି: ମାଓବାଦୀ ପ୍ରବଣ ଅଞ୍ଚଳ ଉମେରକୋଟ ରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପୁଲିସର ମାରାଥନ ଗସ୍ତ

୨୦୨୪ ନିର୍ବାଚନୀ ପ୍ରସ୍ତୁତି: ମାଓବାଦୀ ପ୍ରବଣ ଅଞ୍ଚଳ ଉମେରକୋଟ ରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପୁଲିସର ମାରାଥନ ଗସ୍ତ

ଉମେରକୋଟ (ଭିଓଭି): ଚଳିତ ସାଧାରଣ ନିର୍ବାଚନ କୁ ଅବାଧ ଏବଂ ନିରପେକ୍ଷ ଭାବେ କରାଇବା ପୋଲିସ ପାଇଁ ଏକ ଚାଲେଞ୍ଜ ସଦୃଶ କାରଣ ଜିଲ୍ଲାର ଉମେରକୋଟ, ରାଇଘର, ଝରୀଗାଁ ଓ ଚନ୍ଦାହାଣ୍ଡି ମାଓ ପ୍ରବଣ ଅଂଚଳ, ଏଠାକାର ବହୁ ବୁଥ୍ ଅତିସମ୍ବେଦନସିଲ...

Read more

୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିଲା ଦିଲ୍ଲୀ ଆୟକର (ତଦନ୍ତ) ନିର୍ଦ୍ଦେଶାଳୟ

୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିଲା ଦିଲ୍ଲୀ ଆୟକର (ତଦନ୍ତ) ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ: ନିର୍ବାଚନରେ କଳାଧନର ଭୂମିକାକୁ ରୋକିବାରେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ସହାୟତା କରିବା ପାଇଁ ଆୟକର ବିଭାଗର ପ୍ରତିଶ୍ରୁତି ଅନୁଯାୟୀ, ୨୦୨୪ ଲୋକସଭା ସାଧାରଣ ନିର୍ବାଚନକୁ ସ୍ୱଚ୍ଛ ଏବଂ ନିରପେକ୍ଷ କରିବା ପ୍ରକ୍ରିୟାରେ ଯୋଗଦାନ କରିବାକୁ ନାଗରିକଙ୍କୁ ଉତ୍ସାହିତ କରୁଛି। ଏହି...

Read more
Page 144 of 177 1 143 144 145 177

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.